May 22, 2022
11 11 11 AM
“କିଏ ତୁମେ ଅଭିସାରିକା” କବି- ପବିତ୍ର ବେହେରା
ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା
ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ
ଅପରାହ୍ନର ଅବଶୋଷ — ସ୍ୱାଗତିକା ବେହେରା
ଅପରାହ୍ନର ଅବଶୋଷ — ଚିନ୍ମୟୀ ମହାପାତ୍ର
ଅପରାହ୍ନର ଅବଶୋଷ — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍
ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା
ଅପରାହ୍ନର ଅବଶୋଷ — ପ୍ରୀତିରଞ୍ଜନ ନାୟକ
ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର
ଲୁହର ଅନ୍ତରାଳେ — ପ୍ରଣତି ଆଚାର୍ଯ୍ୟ ମିଶ୍ର
ଇଛାମାନଙ୍କ ମୃତ୍ୟୁ ରେ — ମହେନ୍ଦ୍ର ନନ୍ଦ
ବିକୃତ — ଜୁମର ନାଥ ପାତ୍ର
ଗଙ୍ଗା ଯେ ଦେଶେ ବହେ — ଭରତ ବନ୍ଧୁ ବିଶ୍ୱାଳ
କବି ଟିଏ ମୁଁ କବି ଟିଏ — ଜାନକୀ ମହାନ୍ତ
ସନ୍ତାନ — ଅରେନ୍ଦ୍ର କୁମାର ଦାଶ
ଅତିବଡି ତବ ବଡ଼ିମା — ବିଶ୍ୱେଶ୍ୱର ମାଝୀ
ଆହ୍ୱାନ — ଜୟ କୁମାର ମିଶ୍ର
ଶେଷ ସ୍ପର୍ଶ — ଅରୁଣ କୁମାର ମହାପାତ୍ର
ଲୁହ — ରଶ୍ମୀବାଳା ଶତପଥୀ
Latest Post
“କିଏ ତୁମେ ଅଭିସାରିକା” କବି- ପବିତ୍ର ବେହେରା ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ ଅପରାହ୍ନର ଅବଶୋଷ — ସ୍ୱାଗତିକା ବେହେରା ଅପରାହ୍ନର ଅବଶୋଷ — ଚିନ୍ମୟୀ ମହାପାତ୍ର ଅପରାହ୍ନର ଅବଶୋଷ — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍ ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା ଅପରାହ୍ନର ଅବଶୋଷ — ପ୍ରୀତିରଞ୍ଜନ ନାୟକ ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର ଲୁହର ଅନ୍ତରାଳେ — ପ୍ରଣତି ଆଚାର୍ଯ୍ୟ ମିଶ୍ର ଇଛାମାନଙ୍କ ମୃତ୍ୟୁ ରେ — ମହେନ୍ଦ୍ର ନନ୍ଦ ବିକୃତ — ଜୁମର ନାଥ ପାତ୍ର ଗଙ୍ଗା ଯେ ଦେଶେ ବହେ — ଭରତ ବନ୍ଧୁ ବିଶ୍ୱାଳ କବି ଟିଏ ମୁଁ କବି ଟିଏ — ଜାନକୀ ମହାନ୍ତ ସନ୍ତାନ — ଅରେନ୍ଦ୍ର କୁମାର ଦାଶ ଅତିବଡି ତବ ବଡ଼ିମା — ବିଶ୍ୱେଶ୍ୱର ମାଝୀ ଆହ୍ୱାନ — ଜୟ କୁମାର ମିଶ୍ର ଶେଷ ସ୍ପର୍ଶ — ଅରୁଣ କୁମାର ମହାପାତ୍ର ଲୁହ — ରଶ୍ମୀବାଳା ଶତପଥୀ

*ବାସ୍ତବ ସତ୍ୟ — ବନଲତା ଜାଲି*

ବାସ୍ତବ ସତ୍ୟ

-ବନଲତା ଜାଲି

ଏ ମାଟିର ଦେହ
ଚିରସ୍ଥାୟୀ ନୁହଁ
ଏ ମର୍ତ୍ତ୍ଯ ମଣ୍ଡଳ ପରେ
ଅଭିନୟ କରି
ଏ ରଙ୍ଗ ମଞ୍ଚରେ
ଫେରିଯିବ କାଳ ବଳେ
ଏହାତ ନିରାଟ ସତ୍ୟ
କେଉଁ ଦିନ ପୁଣି
କିଏ ଯିବ ଚାଲି
ସଭିଙ୍କୁ ଏହା ଅଜ୍ଞାତ ।।

ବଡ କଥା ନୁହେଁ
ଦୀର୍ଘଜିବୀ ହେବା
ମହାନ ଅଟେ ତ କର୍ମ
ଅମର ହୋଇବ
ଚିର କାଳ ପାଇଁ
କରି ଗଲେ ସେବାଧର୍ମ
ପର ଉପକାର
ଜୀବନ ସ୍ବର୍ଗୀୟ
ସବୁରି ହୃଦୟେ
ନିତ୍ଯ ଘର ତା’ର
ସାର୍ଥକ ତାହାର ଜନ୍ମ ।।

ଜୀବନର ମାନେ
ନୁହଁଇ କେବଳ
କିଛି ବର୍ଷ,କିଛି ଦିନ
ଜୀବନରମୂଳ
ସୁକର୍ମ ଜଞ୍ଜାଳ
ସବୁରି ହିତ ସାଧନ
ଏଥି ପ୍ରତି ରଖି ଧ୍ୟାନ
କର୍ତ୍ତବ୍ୟ ପଥରେ
ହେଲେ ଅଗ୍ରସର
ହୋଇଥାଏ କୋଟି ପୁଣ୍ଯ ।।

ସୃଷ୍ଟିର ସ୍ରୋତରେ
କାଳ ଧାବମାନ
ମୂଲ୍ୟବାନ ପ୍ରତିକ୍ଷଣ
ଭୂମିଷ୍ଠ ଦିନରୁ
ଦିନେ ଦିନେ ହୋଇ
ଆୟୂଷର ଅବସାନ
ହୁଅ ତେଣୁ ଧାବମାନ
ନିଜ ସାଧ୍ଯ ମତେ
ସଂସାର ହିତରେ
ଆତ୍ମା କଲେ ସମର୍ପଣ
ଜୀବନ ହୋଇବ ଧନ୍ଯ
ଶରୀର ମରିବ
କୀର୍ତ୍ତି ତ ଅକ୍ଷୟ
ରହିବ ଚିର ଅମ୍ଳାନ
ଯୁଗକୁ ଜାଜ୍ଜଲ୍ଯମାନ ।।

ବନଲତା ଜାଲି

 347 total views,  1 views today

11 thoughts on “*ବାସ୍ତବ ସତ୍ୟ — ବନଲତା ଜାଲି*

  1. Greetings! Incredibly handy information During this unique post! It’s the very little variations that will make the best alterations. A lot of many thanks for sharing!

  2. Oh my goodness! a tremendous article dude. Thanks Nonetheless I’m experiencing difficulty with ur rss . Don’t know why Unable to subscribe to it. Is there anyone getting identical rss drawback? Anyone who is aware of kindly respond. Thnkx

  3. Hello there, just became alert to your blog through Google, and found that it’s truly informative.I’m going to watch out for brussels. I will begrateful if you continue this in future.Many people will be benefited from your writing.Cheers!

  4. An interesting discussion is value comment. I think that it’s best to write extra on this topic, it may not be a taboo subject however typically individuals are not sufficient to talk on such topics. To the next. Cheers

  5. Outstanding post however I was wondering if you could write a litte more on this subject?I’d be very grateful if you could elaborate a little bit further.Cheers!

  6. Aw, this was a really nice post. Taking the time and actual effort to create a superb article… but what can I say… I hesitate a whole lot and never manage to get nearly anything done.

Leave a Reply

Your email address will not be published.

92 − 85 =