March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

*ବାସ୍ତବ ସତ୍ୟ — ବନଲତା ଜାଲି*

ବାସ୍ତବ ସତ୍ୟ

-ବନଲତା ଜାଲି

ଏ ମାଟିର ଦେହ
ଚିରସ୍ଥାୟୀ ନୁହଁ
ଏ ମର୍ତ୍ତ୍ଯ ମଣ୍ଡଳ ପରେ
ଅଭିନୟ କରି
ଏ ରଙ୍ଗ ମଞ୍ଚରେ
ଫେରିଯିବ କାଳ ବଳେ
ଏହାତ ନିରାଟ ସତ୍ୟ
କେଉଁ ଦିନ ପୁଣି
କିଏ ଯିବ ଚାଲି
ସଭିଙ୍କୁ ଏହା ଅଜ୍ଞାତ ।।

ବଡ କଥା ନୁହେଁ
ଦୀର୍ଘଜିବୀ ହେବା
ମହାନ ଅଟେ ତ କର୍ମ
ଅମର ହୋଇବ
ଚିର କାଳ ପାଇଁ
କରି ଗଲେ ସେବାଧର୍ମ
ପର ଉପକାର
ଜୀବନ ସ୍ବର୍ଗୀୟ
ସବୁରି ହୃଦୟେ
ନିତ୍ଯ ଘର ତା’ର
ସାର୍ଥକ ତାହାର ଜନ୍ମ ।।

ଜୀବନର ମାନେ
ନୁହଁଇ କେବଳ
କିଛି ବର୍ଷ,କିଛି ଦିନ
ଜୀବନରମୂଳ
ସୁକର୍ମ ଜଞ୍ଜାଳ
ସବୁରି ହିତ ସାଧନ
ଏଥି ପ୍ରତି ରଖି ଧ୍ୟାନ
କର୍ତ୍ତବ୍ୟ ପଥରେ
ହେଲେ ଅଗ୍ରସର
ହୋଇଥାଏ କୋଟି ପୁଣ୍ଯ ।।

ସୃଷ୍ଟିର ସ୍ରୋତରେ
କାଳ ଧାବମାନ
ମୂଲ୍ୟବାନ ପ୍ରତିକ୍ଷଣ
ଭୂମିଷ୍ଠ ଦିନରୁ
ଦିନେ ଦିନେ ହୋଇ
ଆୟୂଷର ଅବସାନ
ହୁଅ ତେଣୁ ଧାବମାନ
ନିଜ ସାଧ୍ଯ ମତେ
ସଂସାର ହିତରେ
ଆତ୍ମା କଲେ ସମର୍ପଣ
ଜୀବନ ହୋଇବ ଧନ୍ଯ
ଶରୀର ମରିବ
କୀର୍ତ୍ତି ତ ଅକ୍ଷୟ
ରହିବ ଚିର ଅମ୍ଳାନ
ଯୁଗକୁ ଜାଜ୍ଜଲ୍ଯମାନ ।।

ବନଲତା ଜାଲି

 432 total views,  1 views today

11 thoughts on “*ବାସ୍ତବ ସତ୍ୟ — ବନଲତା ଜାଲି*

  1. Aw, this was a really nice post. Taking the time and actual effort to create a superb article… but what can I say… I hesitate a whole lot and never manage to get nearly anything done.

  2. Outstanding post however I was wondering if you could write a litte more on this subject?I’d be very grateful if you could elaborate a little bit further.Cheers!

  3. An interesting discussion is value comment. I think that it’s best to write extra on this topic, it may not be a taboo subject however typically individuals are not sufficient to talk on such topics. To the next. Cheers

  4. Hello there, just became alert to your blog through Google, and found that it’s truly informative.I’m going to watch out for brussels. I will begrateful if you continue this in future.Many people will be benefited from your writing.Cheers!

  5. Oh my goodness! a tremendous article dude. Thanks Nonetheless I’m experiencing difficulty with ur rss . Don’t know why Unable to subscribe to it. Is there anyone getting identical rss drawback? Anyone who is aware of kindly respond. Thnkx

  6. Greetings! Incredibly handy information During this unique post! It’s the very little variations that will make the best alterations. A lot of many thanks for sharing!

Leave a Reply

Your email address will not be published. Required fields are marked *