ଆତ୍ମା ଯେବେ ଗାଏ ଗୀତ
ପ୍ରଶାନ୍ତମୟୀ ରଥ
++++++++++++++++
ପ୍ରାଣ ଉତଫୁଲ୍ଲିତ,ଚିତ୍ତ ବିମୋହିତ
ହୃଦୟୁ ସ୍ଫୁରିତ ଆବେଗ ରେ ସୃଷ୍ଟ
ଭାବ ଆବେଗ ରେ ଶବ୍ଦ ଝଙ୍କୃତ
ଆତ୍ମା ଯେବେ ଗାଏ ସେ ମଧୁର ଗୀତ ।
କେବେ ତୋଳିଥାଏ ମିଳନ ସଙ୍ଗୀତ
ମୋହନ ବଂଶୀର ପ୍ରେମେ ପୁଲକିତ
ଅନ୍ତରୁ ଗାୟନ ସେ ପରମ ସତ୍ୟ
ଆତ୍ମା ଯେବେ ଗାଏ ଶାଶ୍ୱତ ଗୀତ ।।
କେବେ ଝରିଥାଏ ବିଧୁର ସଙ୍ଗୀତ
ବିରହୀଣି ସ୍ମୃତି ସ୍ୱରରେ ଝଙ୍କୃତ
ତଥାପି ମିଳନ ଆଶା ପଲ୍ଲବିତ
ଆତ୍ମା ଯେବେ ଗାଏ ବିଚ୍ଛେଦର ଗୀତ ।।
କେବେ ଶୁଭୁଥାଏ ଭକତି ସଙ୍ଗୀତ
ଭକତି ଭାବରେ ଗଦଗଦ ଭକ୍ତ
ପ୍ରଭୁ ଚିନ୍ତନରେ ପ୍ରାଣ ଆହ୍ଲାଦିତ
ଆତ୍ମା ଯେବେ ଗାଏ ଭକତି ର ଗୀତ ।।
କେବେ ଛୁଟୁଥାଏ କରୁଣ ସଙ୍ଗୀତ
କରୁଣ ରାଗିଣୀ ତୋଳିଥାଏ ଆର୍ତ୍ତ
ହୃଦୟ କନ୍ଦରେ ହୁଏ ନିନାଦିତ
ଆତ୍ମା ଯେବେ ଗାଏ କରୁଣ ର ଗୀତ ।।
ପ୍ରଶାନ୍ତମୟୀ ରଥ
ଖଲ୍ଲିକୋଟ,ଗଞ୍ଜାମ
Hello! This is my 1st comment here so I just wanted to
give a quick shout out and tell you I really enjoy reading your blog posts.
Can you suggest any other blogs/websites/forums that go
over the same subjects? Thanks a ton!
What’s up to every body, it’s my first pay a visit of this weblog; this
webpage contains amazing and in fact good information for visitors.
I read this post fully on the topic of the
difference of most recent and preceding technologies, it’s awesome article.
I blog often and I truly thank you for your content.
Your article has really peaked my interest. I am going to book
mark your website and keep checking for new details about once
a week. I opted in for your Feed too.
It’s hard to find experienced people for this subject, however,
you seem like you know what you’re talking about! Thanks
Hi this is somewhat of off topic but I was wanting to know if
blogs use WYSIWYG editors or if you have to manually code
with HTML. I’m starting a blog soon but have no coding know-how so I wanted to
get advice from someone with experience. Any help would be enormously appreciated!