September 24, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ଦିନେ ପାହାନ୍ତିରେ–ସୁପ୍ରଜିତ ସାହୁ*

#ଦିନେ_ପାହାନ୍ତିରେ..

ଦିନେ ପାହାନ୍ତିରେ ମୋର ଭାଙ୍ଗିଗଲା ନିଦ ।
ଉଠିଲି, ଶୁଭିଲା କାହା ପାଉଁଜି ଶବଦ ।
ଦରଜା ମୁଁ ଖୋଲି ଦେଖେ ସେ ଶୀତ ସକାଳେ ।
ସପନ ରେ ଦେଖିଥିବା ପରୀ କି ସେ କାଳେ !!
କୁହୁଡ଼ି ଅନ୍ଧାରେ ପାଦ ବଢ଼ିଲା ଆଗକୁ,
କମ୍ପଇ ଶରୀର ପୁଣି ଥରୁଥାଏ ବୁକୁ,
ଦୁକୁ ଦୁକୁ ଶୁଭେ ମତେ ମୋ’ ବୁକୁର ନାଦ,
ମନ ତୀର ସାତ ସିନ୍ଧୁ କରାଯାଏ ଭେଦ ।
ପୁଣି କ୍ଷଣେ ଥମି ହେଲି ମହା ଆଚମ୍ବିତ
ଏହିତ ଏହିତ ମୋର ସପନର ମିତ,
ନୀଳ ନୀଳ ଆଖି ସାଥେ ସେ କଳା କଜ୍ଜ୍ଵଳ
ଅନ୍ଧାରୁଆ କେଶ ସାଥେ ଧଳା ମଲ୍ଲି ମାଳ
ବସ୍ତ୍ର ତା’ ର ଶ୍ୱେତ ଆଉ ଶ୍ୱେତ ତା’ ଶରୀର
ଅଧା ଫୁଟା ଗୋଲାପ ଟେ ପରି ହସ ତା’ ର
କଥା ପଦେ ହେବାପାଇଁ ସେ ପରୀ ସାଥିରେ
ଧିରେ ଗଲି ତା’ ପାଖକୁ ଅନ୍ଧାର ରାତିରେ
କ୍ଷଣେ ଫେରି ସେ ଚାହିଁଲା ମତେ ମୃଦ୍ୟୁ ହସି
ତାର ସେ ହସରେ ମୋର ମନ ଗଲା ଭାସି
ହସିଲା ଖେଳିଲା ପୁଣି କଲା ବାର୍ତ୍ତାଳାପ
ଖୁସି ଠୁ ବି ଖୁସି ଦେଲା ତା’ କାର୍ଯ୍ୟକଳାପ

ଆଉ ତାପରେ………….
ସୁରୁଜ ତା’ ସୁନେଲି କିରଣ ଦେଲା ବୋଳି
ପରୀ ଗଲା ଫେରି କାହିଁ ପାରିଲିନି ଜାଣି
ଦିନ ଗଲା ସିନା ଚିହ୍ନ ଗଲାନହିଁ ମନୁ
ନିତି ପ୍ରଭାତେ ଖୋଜୁଛି ପରୀକୁ ସେ ଦିନୁ…………।

#ସୁପ୍ରଜିତ୍ ସାହୁ

Loading

5 thoughts on “*ଦିନେ ପାହାନ୍ତିରେ–ସୁପ୍ରଜିତ ସାହୁ*

  1. Nice blog! Is your theme custom made or did you download
    it from somewhere? A theme like yours with a few simple tweeks would really make
    my blog shine. Please let me know where you got your theme.
    Bless you

  2. Hi would you mind letting me know which hosting company you’re
    utilizing? I’ve loaded your blog in 3 different web
    browsers and I must say this blog loads a lot quicker then most.

    Can you suggest a good web hosting provider at a reasonable price?
    Cheers, I appreciate it!

  3. Ahaa, its pleasant dialogue regarding this article at this place at this website, I have read all that, so at this
    time me also commenting at this place.

Leave a Reply

Your email address will not be published. Required fields are marked *