January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ଦିନେ ପାହାନ୍ତିରେ–ସୁପ୍ରଜିତ ସାହୁ*

#ଦିନେ_ପାହାନ୍ତିରେ..

ଦିନେ ପାହାନ୍ତିରେ ମୋର ଭାଙ୍ଗିଗଲା ନିଦ ।
ଉଠିଲି, ଶୁଭିଲା କାହା ପାଉଁଜି ଶବଦ ।
ଦରଜା ମୁଁ ଖୋଲି ଦେଖେ ସେ ଶୀତ ସକାଳେ ।
ସପନ ରେ ଦେଖିଥିବା ପରୀ କି ସେ କାଳେ !!
କୁହୁଡ଼ି ଅନ୍ଧାରେ ପାଦ ବଢ଼ିଲା ଆଗକୁ,
କମ୍ପଇ ଶରୀର ପୁଣି ଥରୁଥାଏ ବୁକୁ,
ଦୁକୁ ଦୁକୁ ଶୁଭେ ମତେ ମୋ’ ବୁକୁର ନାଦ,
ମନ ତୀର ସାତ ସିନ୍ଧୁ କରାଯାଏ ଭେଦ ।
ପୁଣି କ୍ଷଣେ ଥମି ହେଲି ମହା ଆଚମ୍ବିତ
ଏହିତ ଏହିତ ମୋର ସପନର ମିତ,
ନୀଳ ନୀଳ ଆଖି ସାଥେ ସେ କଳା କଜ୍ଜ୍ଵଳ
ଅନ୍ଧାରୁଆ କେଶ ସାଥେ ଧଳା ମଲ୍ଲି ମାଳ
ବସ୍ତ୍ର ତା’ ର ଶ୍ୱେତ ଆଉ ଶ୍ୱେତ ତା’ ଶରୀର
ଅଧା ଫୁଟା ଗୋଲାପ ଟେ ପରି ହସ ତା’ ର
କଥା ପଦେ ହେବାପାଇଁ ସେ ପରୀ ସାଥିରେ
ଧିରେ ଗଲି ତା’ ପାଖକୁ ଅନ୍ଧାର ରାତିରେ
କ୍ଷଣେ ଫେରି ସେ ଚାହିଁଲା ମତେ ମୃଦ୍ୟୁ ହସି
ତାର ସେ ହସରେ ମୋର ମନ ଗଲା ଭାସି
ହସିଲା ଖେଳିଲା ପୁଣି କଲା ବାର୍ତ୍ତାଳାପ
ଖୁସି ଠୁ ବି ଖୁସି ଦେଲା ତା’ କାର୍ଯ୍ୟକଳାପ

ଆଉ ତାପରେ………….
ସୁରୁଜ ତା’ ସୁନେଲି କିରଣ ଦେଲା ବୋଳି
ପରୀ ଗଲା ଫେରି କାହିଁ ପାରିଲିନି ଜାଣି
ଦିନ ଗଲା ସିନା ଚିହ୍ନ ଗଲାନହିଁ ମନୁ
ନିତି ପ୍ରଭାତେ ଖୋଜୁଛି ପରୀକୁ ସେ ଦିନୁ…………।

#ସୁପ୍ରଜିତ୍ ସାହୁ

 712 total views,  1 views today

5 thoughts on “*ଦିନେ ପାହାନ୍ତିରେ–ସୁପ୍ରଜିତ ସାହୁ*

  1. Nice blog! Is your theme custom made or did you download
    it from somewhere? A theme like yours with a few simple tweeks would really make
    my blog shine. Please let me know where you got your theme.
    Bless you

  2. Hi would you mind letting me know which hosting company you’re
    utilizing? I’ve loaded your blog in 3 different web
    browsers and I must say this blog loads a lot quicker then most.

    Can you suggest a good web hosting provider at a reasonable price?
    Cheers, I appreciate it!

  3. Ahaa, its pleasant dialogue regarding this article at this place at this website, I have read all that, so at this
    time me also commenting at this place.

Leave a Reply

Your email address will not be published. Required fields are marked *