September 22, 2023
11 11 11 AM
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍
Latest Post
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍

*ନବ ଦୂର୍ଗା – ଶକ୍ତିଦା ବିଷୋୟୀ*

ନବ ଦୂର୍ଗା

   ଶକ୍ତିଦା ବିଷୋୟୀ

************************************

ଶୁଭ୍ର କାଶତଣ୍ଡି ଆବାହନି ମନ୍ତ୍ରେ ଆବିର୍ଭାବ ଦୂର୍ଗା ମାତା

ଆଶ୍ବିନ ମାସର ଶୁକ୍ଳ ପ୍ରତିପଦା

ପାର୍ବଣରେ ମାତୃସତା।।୧

ଶୈଳ ପୁତ୍ରୀ ରୂପେ ପ୍ରଥମ ଦିବସେ

ପ୍ରକଟ ମହି ମଣ୍ଡଳ

ମାଆ ହେମ ବତୀ ବାହାନ ତୋ ନନ୍ଦି

ହସ୍ତରେ ଶୋହେ କମଳ।।୨

ଦ୍ବିତୀୟ ଦିବସେ ବ୍ରହ୍ମଚାରିଣୀ ତୁ

ଦିବ୍ୟ ଶକ୍ତି ସ୍ବରୂପିଣି

ଶାନ୍ତ ମୂର୍ତ୍ତି ରୂପ ହସ୍ତେ ଜପା ମାଳି

ପାତ୍ର ତା ବର ଦାୟିନୀ।।୩

ତୃତୀୟ ଦିବସେ ରୂପ ଚନ୍ଦ୍ରଘଣ୍ଟା

ବାହାନ ବ୍ୟାଘ୍ର ତୁମର

ଅଷ୍ଟ ଭୁଜା ରୂପ ତ୍ରୀଶୁଳ ଖର୍ପର

ଦୁଷ୍ଟ ପାପି କୁ ସଂହାର।।୪

ଚତୁର୍ଥ ଦିବସେ ମାଗୋ କୁସଭାଣ୍ଡା ଗଦା ପଦ୍ମ ହସ୍ତେ ଧରି

କେଶରୀ ବାହାନ ପୃଷ୍ଠରେ ଆସିନ

ଦର୍ପଦଳନ ସଂହାରି।।୫

ପଞ୍ଚମରେ ଆବିର୍ଭାବ ହୁଅ ମାତା

ଚତୁର୍ଭୁଜ ସ୍କନ୍ଦ ମାତା

ପଦ୍ମ ପୁଷ୍ପ ଧରି ଆଶ୍ରୀବାଦ କରି ସଙ୍କଟ ଦାରିଦ୍ର୍ୟ ହର୍ତ୍ତା।।୬

ସଷ୍ଠେ କାତ୍ୟାୟନୀ ରୂପ ଉଗ୍ର ମୂର୍ତ୍ତୀ

କର ସଙ୍କଟ ମୋଚନ

ଲାବଣ୍ୟ ମୟୀ ଗୋ ମର୍ତ୍ତ୍ୟେ ଅବତରି

ପାପ ତାପ ନିବାରଣ।।୭

ସପ୍ତମରେ କାଳ ରାତ୍ରୀ ରୂପ ଧରି

ଅଶ୍ଵ ବାହାନେ ଆସିନ

ନୃମୁଣ୍ଡ ମାଳିନୀ ଖର୍ପର ଧାରିଣୀ

ଦୁଷ୍ଟ ପ୍ରବୃତ୍ତି ନାଶନ।।୮

ଅଷ୍ଟମେ ଆସନ ବୃଷବ ବାହାନ

ମହା ଗୈ।ରୀ ଦିବ୍ୟ ଯ୍ଯୋତୀ

ଆବାଳ ବନିତା ଭକ୍ତି ସୁଦ୍ଧ ମନେ

ଆରାଧନା ତୋ କରନ୍ତି।।୯

ସର୍ବ କାର୍ଯ୍ୟ ସିଦ୍ଧି ନବମ ଦିବସେ

ସିଦ୍ଧି ଦାତ୍ରୀ ବହି ନାମ

ସାଧନାର ସିଦ୍ଧି ମାତା ପ୍ରାପ୍ତି କରି

ମନ ବାଞ୍ଛା କରି ପୁର୍ଣ୍ଣ ।। ୧୦

ଦଶମୀରେ ଦୂର୍ଗା ମାଗୋ ଦଶଭୁଜା

ସକଳ ସୃଷ୍ଟି ଆଧାର

କୃପାକର ବାରେ ବନ୍ଦେ ଚରଣରେ

ଅସୁର ତତ୍ବ ନିବାର।।୧୧

ଶକ୍ତିଦା ବିଷୋୟୀ

Loading

18 thoughts on “*ନବ ଦୂର୍ଗା – ଶକ୍ତିଦା ବିଷୋୟୀ*

  1. My developer is trying to persuade me to move to .net from
    PHP. I have always disliked the idea because of the costs.
    But he’s tryiong none the less. I’ve been using WordPress on a variety of websites for about a year and am anxious about
    switching to another platform. I have heard very good things about blogengine.net.
    Is there a way I can transfer all my wordpress posts into it?
    Any kind of help would be really appreciated!

  2. great publish, very informative. I ponder why the other experts of this sector don’t understand this.

    You should continue your writing. I am sure, you’ve a
    great readers’ base already!

  3. Howdy just wanted to give you a quick heads up. The words in your post seem to be running off the
    screen in Safari. I’m not sure if this is a format
    issue or something to do with internet browser compatibility but I thought I’d
    post to let you know. The design look great though!
    Hope you get the problem solved soon. Thanks

  4. Right now it appears like BlogEngine is the best blogging platform out there right now. (from what I’ve read) Is that what you’re using on your blog?

  5. Excellent goods from you, man. I have keep in mind your stuff prior
    to and you’re just too excellent. I really like what you have got here, really like what you’re saying and the way in which you say it.
    You’re making it entertaining and you continue to care for to keep it sensible.
    I can’t wait to read far more from you. This
    is really a terrific site.

Leave a Reply

Your email address will not be published. Required fields are marked *