September 24, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*

**ମାଆ ସିଦ୍ଧିଦାତ୍ରୀ **

(ନବଦୁର୍ଗା ଙ୍କର ନବମରୂପ)

।।ଜାନକୀ ମହାନ୍ତ।।

ଆଶ୍ୱିନ ଶୁକ୍ଳର ନବମୀରେ ଆସେ

ପଦ୍ମାସନୀ ସିଦ୍ଧିଦାତ୍ରୀ,

ସର୍ବ ରିଦ୍ଧି ସିଦ୍ଧି ବିଦ୍ୟା ଜ୍ଞାନ ମୁକ୍ତି

ସୌଭାଗ୍ୟ ଐଶ୍ୱର୍ଯ୍ୟ ଦାତ୍ରୀ ।।

 

ଶଙ୍ଖ ଚକ୍ର ଗଦା ପଦ୍ମ ବେଶେ ମାତା

କମଳରେ ବିରାଜିତ,

ତୋର କୃପା ବଳେ ଅଜ୍ଞାନ ଦୂରେଇ

ସାମର୍ଥ୍ୟ ହୁଏ ପ୍ରାପତ ।।

 

ନାଲି ବସ୍ତ୍ରେ ଶୋଭା ମା’ଗୋ ଅପରୂପା

ଶ୍ୱେତବର୍ଣ୍ଣା ରୂପ କାନ୍ତି,

ଅର୍ଦ୍ଧନାରୀଶ୍ୱର ହେ ଶିବ ଈଶ୍ୱର

ରୂପ ତୁମ ସୂର୍ଯ୍ୟକାନ୍ତି ।।

 

ଚତୁର୍ଭୁଜା ମାତା ଅଯୋନି ସମ୍ଭୁତା

ହେ ଅମ୍ବେ ଅମ୍ବିକେଶ୍ୱରୀ,

ତୁହି ମହାଗୌରୀ ଅମ୍ବିକା ଈଶ୍ୱରୀ

ଶିବରାଧ୍ୟା ଶୁଭଙ୍କରୀ ।।

 

ମହୀଷାସୁରକୁ ଆଜି ଦିନେ ନାଶ

କଲ ଅଭୟଦାୟିନୀ,

ଦେବୀ ଯୋଗମାୟା ତୁହି ମା ଆରାଧ୍ୟା

ଭକ୍ତ ଆତ୍ମାର ସଙ୍ଗିନୀ ।।

 

ମୋକ୍ଷ ପ୍ରଦାୟିନୀ ହେ ସିଂହ ବାହିନୀ

ମଲ୍ଲୀ ମହକ ଆଦର,

ତୁମ କୃପା ବଳେ ରାମ ବଧ କଲେ

ଲଙ୍କା ପତି ରାବଣର।।

 

‘ଆୟୂଦ୍ଧପୂଜା’ ଯେ ଦକ୍ଷିଣଭାରତେ

ଅଟଇ ଏହି ପ୍ରସିଦ୍ଧ,

ଯାନ, ଅସ୍ତ୍ରଶସ୍ତ୍ର ଶିଳ୍ପ ବାଦ୍ୟଯନ୍ତ୍ର

ପୂଜା ପାଇ ହୁଏ ସିଦ୍ଧ ।।

 

ମହାନବମୀରେ ଉତ୍ତର ଭାରତେ

‘ନବରାତ୍ରୀ’ ର ପୂଜନ,

ମହାଯଜ୍ଞ ପରେ କନ୍ୟା ଭୋଜନରେ

ଶେଷ ହୁଏ ନବରାତ୍ର ।।

 

ହେ ଦୁର୍ଗା ଭବାନୀ ଅଭୟଦାୟିନୀ

ଅମୋଘ ଅମୂଲ୍ୟ ମାତ,

‘ବୈଷ୍ଣୋଦେବୀ’ ପୀଠେ ଅଳି କରେ ତୋତେ

ଦିବ୍ୟଜ୍ଞାନ ଆଶୀର୍ବାଦ ।।

 

ଜାନକୀ ମହାନ୍ତ

Loading

9 thoughts on “*ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*

  1. Pretty nice post. I just stumbled upon your blog and wanted to say that I have truly
    enjoyed browsing your blog posts. In any case I will
    be subscribing to your rss feed and I hope you write
    again very soon!

  2. Hi, I think your site might be having browser compatibility issues.
    When I look at your blog in Firefox, it looks fine but when opening in Internet Explorer, it has
    some overlapping. I just wanted to give you a quick heads up!
    Other then that, superb blog!

  3. Hi would you mind letting me know which webhost you’re using?
    I’ve loaded your blog in 3 completely different browsers and I must say this blog loads a lot quicker then most.
    Can you suggest a good internet hosting provider at a reasonable price?
    Many thanks, I appreciate it!

  4. hey there and thank you for your info – I have certainly picked up anything new from right here.
    I did however expertise some technical points using this website, since I
    experienced to reload the site many times previous to I could get it to load correctly.

    I had been wondering if your hosting is OK? Not that I am complaining, but sluggish loading instances
    times will very frequently affect your placement in google and could damage your high quality score if advertising and marketing with Adwords.
    Anyway I’m adding this RSS to my email and could look out for much
    more of your respective fascinating content. Make sure you update this again very soon.

  5. Having read this I believed it was very informative. I appreciate you taking the time and energy to put this information together. I once again find myself spending a lot of time both reading and leaving comments. But so what, it was still worth it!

Leave a Reply

Your email address will not be published. Required fields are marked *