May 28, 2022
11 11 11 AM
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା
ବିସ୍ଥାପିତ  — ବନଲତା ଜାଲି 
ଛାଡପତ୍ର — ତୃପ୍ତିରାଣୀ ପାତ୍ର
ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ
ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ
ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ
*Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022* 
ଚିଠି — ସଂଯୁକ୍ତା ସାହୁ
ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ
ଲୋହିତ ଗୋଧୂଳି — ଜାନକୀ ମହାନ୍ତ
ଅନ୍ନ — ପ୍ରିୟମ୍ବଦା ରାଉତ
ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ
*ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ*
Thy Heritage is Leaking — Gabriel S. Weah
Heritage For Next Generations — Maid Čorbić
Only for you my love — Shiw Shankar Shaw  
Only Love — Lyn Ramos V. Alfonso
Endless Love — Subhasmita Pattnayak
Latest Post
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା ବିସ୍ଥାପିତ  — ବନଲତା ଜାଲି  ଛାଡପତ୍ର — ତୃପ୍ତିରାଣୀ ପାତ୍ର ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ *Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022*  ଚିଠି — ସଂଯୁକ୍ତା ସାହୁ ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ ଲୋହିତ ଗୋଧୂଳି — ଜାନକୀ ମହାନ୍ତ ଅନ୍ନ — ପ୍ରିୟମ୍ବଦା ରାଉତ ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ *ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ* Thy Heritage is Leaking — Gabriel S. Weah Heritage For Next Generations — Maid Čorbić Only for you my love — Shiw Shankar Shaw   Only Love — Lyn Ramos V. Alfonso Endless Love — Subhasmita Pattnayak

*ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*

**ମାଆ ସିଦ୍ଧିଦାତ୍ରୀ **

(ନବଦୁର୍ଗା ଙ୍କର ନବମରୂପ)

।।ଜାନକୀ ମହାନ୍ତ।।

ଆଶ୍ୱିନ ଶୁକ୍ଳର ନବମୀରେ ଆସେ

ପଦ୍ମାସନୀ ସିଦ୍ଧିଦାତ୍ରୀ,

ସର୍ବ ରିଦ୍ଧି ସିଦ୍ଧି ବିଦ୍ୟା ଜ୍ଞାନ ମୁକ୍ତି

ସୌଭାଗ୍ୟ ଐଶ୍ୱର୍ଯ୍ୟ ଦାତ୍ରୀ ।।

 

ଶଙ୍ଖ ଚକ୍ର ଗଦା ପଦ୍ମ ବେଶେ ମାତା

କମଳରେ ବିରାଜିତ,

ତୋର କୃପା ବଳେ ଅଜ୍ଞାନ ଦୂରେଇ

ସାମର୍ଥ୍ୟ ହୁଏ ପ୍ରାପତ ।।

 

ନାଲି ବସ୍ତ୍ରେ ଶୋଭା ମା’ଗୋ ଅପରୂପା

ଶ୍ୱେତବର୍ଣ୍ଣା ରୂପ କାନ୍ତି,

ଅର୍ଦ୍ଧନାରୀଶ୍ୱର ହେ ଶିବ ଈଶ୍ୱର

ରୂପ ତୁମ ସୂର୍ଯ୍ୟକାନ୍ତି ।।

 

ଚତୁର୍ଭୁଜା ମାତା ଅଯୋନି ସମ୍ଭୁତା

ହେ ଅମ୍ବେ ଅମ୍ବିକେଶ୍ୱରୀ,

ତୁହି ମହାଗୌରୀ ଅମ୍ବିକା ଈଶ୍ୱରୀ

ଶିବରାଧ୍ୟା ଶୁଭଙ୍କରୀ ।।

 

ମହୀଷାସୁରକୁ ଆଜି ଦିନେ ନାଶ

କଲ ଅଭୟଦାୟିନୀ,

ଦେବୀ ଯୋଗମାୟା ତୁହି ମା ଆରାଧ୍ୟା

ଭକ୍ତ ଆତ୍ମାର ସଙ୍ଗିନୀ ।।

 

ମୋକ୍ଷ ପ୍ରଦାୟିନୀ ହେ ସିଂହ ବାହିନୀ

ମଲ୍ଲୀ ମହକ ଆଦର,

ତୁମ କୃପା ବଳେ ରାମ ବଧ କଲେ

ଲଙ୍କା ପତି ରାବଣର।।

 

‘ଆୟୂଦ୍ଧପୂଜା’ ଯେ ଦକ୍ଷିଣଭାରତେ

ଅଟଇ ଏହି ପ୍ରସିଦ୍ଧ,

ଯାନ, ଅସ୍ତ୍ରଶସ୍ତ୍ର ଶିଳ୍ପ ବାଦ୍ୟଯନ୍ତ୍ର

ପୂଜା ପାଇ ହୁଏ ସିଦ୍ଧ ।।

 

ମହାନବମୀରେ ଉତ୍ତର ଭାରତେ

‘ନବରାତ୍ରୀ’ ର ପୂଜନ,

ମହାଯଜ୍ଞ ପରେ କନ୍ୟା ଭୋଜନରେ

ଶେଷ ହୁଏ ନବରାତ୍ର ।।

 

ହେ ଦୁର୍ଗା ଭବାନୀ ଅଭୟଦାୟିନୀ

ଅମୋଘ ଅମୂଲ୍ୟ ମାତ,

‘ବୈଷ୍ଣୋଦେବୀ’ ପୀଠେ ଅଳି କରେ ତୋତେ

ଦିବ୍ୟଜ୍ଞାନ ଆଶୀର୍ବାଦ ।।

 

ଜାନକୀ ମହାନ୍ତ

 418 total views,  2 views today

8 thoughts on “*ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*

  1. Having read this I believed it was very informative. I appreciate you taking the time and energy to put this information together. I once again find myself spending a lot of time both reading and leaving comments. But so what, it was still worth it!

  2. hey there and thank you for your info – I have certainly picked up anything new from right here.
    I did however expertise some technical points using this website, since I
    experienced to reload the site many times previous to I could get it to load correctly.

    I had been wondering if your hosting is OK? Not that I am complaining, but sluggish loading instances
    times will very frequently affect your placement in google and could damage your high quality score if advertising and marketing with Adwords.
    Anyway I’m adding this RSS to my email and could look out for much
    more of your respective fascinating content. Make sure you update this again very soon.

  3. Hi would you mind letting me know which webhost you’re using?
    I’ve loaded your blog in 3 completely different browsers and I must say this blog loads a lot quicker then most.
    Can you suggest a good internet hosting provider at a reasonable price?
    Many thanks, I appreciate it!

  4. Hi, I think your site might be having browser compatibility issues.
    When I look at your blog in Firefox, it looks fine but when opening in Internet Explorer, it has
    some overlapping. I just wanted to give you a quick heads up!
    Other then that, superb blog!

  5. Pretty nice post. I just stumbled upon your blog and wanted to say that I have truly
    enjoyed browsing your blog posts. In any case I will
    be subscribing to your rss feed and I hope you write
    again very soon!

Leave a Reply

Your email address will not be published.

+ 62 = 67