April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*

#ସୂର୍ଯ୍ଯୋଦୟ_ପାକ୍ଷିକ_ପ୍ରତିଯୋଗିତା_କ୍ରମାଙ୍କ_୧୩

କବିତା-ଆତ୍ମା ଯେବେ ଗାଏ ଗୀତ

***************************************

କାୟାରୁ ପରାଣ ହୁଏ ସିନା ଛିନ୍ନ

ଆତ୍ମାର ନାହିଁ ମରଣ

ଶରୀରୁ ଶରୀର ହୁଏ ଗତି ତା’ର

ଶୂନ୍ୟେ କରେ ବିଚରଣ ।୧।

ତୃପତ ଆତ୍ମାର ସଂଗୀତ ମଧୁର

ନ ଥାଏ ମିଥ୍ୟା,କପଟ

ଧର୍ମ ସୁର ସୁରେ କର୍ମ ତାଳ ତାଳେ

ସତ୍ୟ ଲୟେ ଗାଏ ଗୀତ ।୨।

ସଂଗୀତେ ତାହାର ନ୍ଯାୟର ଝଙ୍କାର

ଶୂନ୍ଯ ମଞ୍ଚେ ଦିଶେ ଶୋଭା

ହର୍ଷେ ଗାଉଥିଲେ ଆତ୍ମା ଶ୍ରୋତା ମେଳେ

ଲାଗେ ଅତି ମନଲୋଭା ।୩।

ଅତୃପ୍ତ ଆତ୍ମାର ସୁର,ଲୟ,ତାଳ

ନ ଥାଏ ସଂଗୀତେ ତା’ର

କରୁଣ,ବିଷାଦେ ହାହାକାର ନାଦେ

ଗାଏ ସେ ହୋଇ ଆତୁର ।୪।

ଆତ୍ମାର ଗାୟନ କେ ଅବା ସେ ଜନ

ଶୁଣିଛି ଏ ମର୍ତ୍ତ୍ଯେ ଆହା

ପ୍ରାଣୀ କର୍ମଫଳେ ଆତ୍ମା ଭୋଗକରେ

ନର ବିଚାର‌ଇ ତାହା ।୫।

 

ସନ୍ତୋଷ କୁମାର ଅଦାବର

ଜିଲ୍ଲା:-ସୁବର୍ଣ୍ଣପୁର

 

************************************

Loading

11 thoughts on “*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*

  1. Nice blog! Is your theme custom made or did you download it from somewhere?
    A theme like yours with a few simple tweeks
    would really make my blog stand out. Please let me know where you got your design. Thank
    you

  2. I’m extremely impressed with your writing skills as well as with the layout on your
    weblog. Is this a paid theme or did you customize it yourself?
    Either way keep up the excellent quality writing, it is rare to see a great blog like this one nowadays.

  3. Wow, fantastic weblog format! How long have you ever been running a blog for?
    you make running a blog glance easy. The overall look of your
    site is magnificent, as neatly as the content material!

Leave a Reply to c Cancel reply

Your email address will not be published. Required fields are marked *