– ପୁନଃ ମିଳନ
——————————-
କୌଶିକ ଔରସୁ ମେନକା ଗର୍ଭରୁ
ଜନ୍ମିଲେ ଏକ ଦୁହିତି,
ଶକୁନ୍ତ ପାଳନେ ଶକୁନ୍ତଳା ନାମେ
ଯଶରେ ମଣ୍ଡିଲେ କ୍ଷିତି। (୧)
ପ୍ରେମ ବିବାହରେ ବାନ୍ଧି ହୋଇଥିଲେ
ଦୁଷୁମନ୍ତ ଶକୁନ୍ତଳା,
ଦୁଷ୍ମନ୍ତ ବିଚ୍ଛେଦେ ଭୋଗେ ନବବାଳା
ବିରହ ବେଦନା ଜ୍ବାଳା। (୨)
ଦୁର୍ବାଶା ଶାପରେ ରାଜନ ଦୁଷ୍ମନ୍ତ
ନ ଚିହ୍ନିଲେ ଶକୁନ୍ତଳେ,
କନ୍ୟା ଅପମାନ ନ ସହି ମେନକା
କାଶ୍ୟପ ହସ୍ତରେ ଦେଲେ। (୩)
ଦୀର୍ଘ ଦିନ ଧରି ଉଭୟଙ୍କ ଆତ୍ମା
ଖୋଜୁଥିଲେ ମନ ଭରି,
ମିଳନ ହୋଇଲା କାଶ୍ୟପ ଆଶ୍ରମେ
ଅବସାଦ ଗଲା ସରି। (୪)
ପ୍ରେମ ହିଁ ଶାଶ୍ବତ ପ୍ରେମ ନୈସର୍ଗିକ
ପ୍ରେମ ସତ୍ୟ ଚିରନ୍ତନ,
ପ୍ରେମରେ ବିଚ୍ଛେଦ ହୋଇଥିଲେ ନିଶ୍ଚେ
ହୋଇବ ପୁନର୍ମିଳନ। (୫)
ସୀମାଞ୍ଚଳ ଖଟୁଆ,
ଭୁବନେଶ୍ୱର।
Simanchal Khatua,
Bhubaneswara।
1,485 total views, 1 views today
This piece of content was awesome Thanks a lot for making it. You have a fan in me. Talk soon.
I value the blog post.Really thank you!
Really informative blog.Much thanks again. Will read on…
This is one awesome blog post.Thanks Again. Great.
I truly appreciate this blog article.Much thanks again. Will read on…
Appreciate you sharing, great blog post.
Hello my family member! I want to say that this article is awesome, great written and include almost all significant infos. I¡¦d like to see extra posts like this .
Major thanks for the blog article.Really looking forward to read more. Great.
Hello, its pleasant paragraph concerning media print, we all know media is aenormous source of information.
Thank you for your blog article.Thanks Again. Cool.
Hi there friends, its wonderful article on the topic of tutoringand completely explained, keep it up all the time.