March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଚାଲ ଯିବା କ୍ଷେତ ଆଡେ – ଅନୀତା ଦାଶ *

ଚାଲ ଯିବା କ୍ଷେତ ଆଡେ

 

ଅନୀତା ଦାଶ 

************************

ଉଗ୍ର ଆଧୁନିକ ସପନଠୁ ଦୂରେ

ଆଳସ୍ୟ-ବିଳାସ ଠାରୁ ଦୂରେ ଦୂରେ

ସହରି ସଭ୍ୟତା ଚାକଚକ୍ୟ ଭୂଲି

କଂକ୍ରିଟ୍ ଜଙ୍ଗଲ କୋଳାହଳ ଠେଲି

ଭିଟାମାଟି ସହ ମମତା ଜଡେଇ

ଦେଶୀ ମଦ ଜୁଆ ଖେଳକୁ ଆଡେଇ

ଚାଲ ଯିବା କ୍ଷେତ ଆଡେ। (୧)

 

ଆପଣା ବାସରେ କେତେତୁ ସ୍ଵାଧୀନ

ପରବାସେ କାହିଁ ଜୀଉଁ ପରାଧୀନ

ଇନ୍ଦିରା ଆବାସ ଋଣର ରିହାତି

ଉନ୍ନତ ବିହନ କୃଷି ଯନ୍ତ୍ରପାତି

ଦାଦନ ବେକାରୀ ଦୁଃଖକୁ ପାଶୋରି

ମନରେ ଅସୀମ ସାହାସ ସଂଚରି

ଚାଲ ଯିବା କ୍ଷେତ ଆଡ଼େ। (୨)

 

ଜନସଂଖ୍ୟା ‘ଜ୍ୟାମିତିକ ଅଭିବୃଦ୍ଧି’

କୃଷି ଉତ୍ପାଦନ ନିଅଣ୍ଟରେ ଧନ୍ଦି

ଉତ୍ପାଦନ ବିନା କାହୁଁ ଆବଣ୍ଟନ

‘ମୁଣ୍ଡ ପିଛା ଆୟ’ କମି ବଢେ ଋଣ

‘ଦାରିଦ୍ର୍ୟର ସୀମା ରେଖା’ ତଳୁ ଉଠ

“ହାତ ଥିଲେ ପରା ମିଳିଥାଏ ଭାତ”

ଚାଲ ଯିବା କ୍ଷେତ ଆଡ଼େ। (୩)

 

ଯେ ଦେଶ ଯେତେ ଆତ୍ମ ନିର୍ଭରଶୀଳ

ସେ ଦେଶ ପ୍ରଗତି ସେତେ ଗତିଶୀଳ

‘ଘରୋଇ ଉତ୍ପାଦନ’ ବୃଦ୍ଧି ଘଟିବ

ଆମଦାନୀ କମି ରପ୍ତାନୀ ବଢିବ

ବିଶ୍ଵେ ଆମ ମୁଦ୍ରା ମାନ ବଦଳିବ

ସପନବି ନିଶ୍ଚେ ସତ ହୋଇଯିବ

ଚାଲ ଯିବା କ୍ଷେତ ଆଡ଼େ। (୪)

 

ଆକାଶ ଉତ୍ତାପ ମାଟି ବାୟୁ ଜଳ

ପଞ୍ଚ ଉପାଦାନେ ପ୍ରକୃତି ମଞ୍ଜୁଳ

ସ୍ଵର୍ଗୀୟ ସୁଷମା ସମ୍ଭାର ଅପାର

ସଂଦର୍ଶନ ହରେ ଦୁଃଖ ଜୀବନର

ଆନନ୍ଦେ ହସୁଛି ସୁନାର ଫସଲ

ଅମଳରେ ଆମ ଭରିବା ଅମାର

ଚାଲ ଯିବା କ୍ଷେତ ଆଡେ। (୫)

***********************

ଅନୀତା ଦାଶ 

 

 1,100 total views,  1 views today

19 thoughts on “*ଚାଲ ଯିବା କ୍ଷେତ ଆଡେ – ଅନୀତା ଦାଶ *

  1. Hey there, You have done an excellent job. I’ll certainly digg it and personally suggest
    to my friends. I’m sure they will be benefited from this
    site.

  2. I do accept as true with all of the ideas you have introduced in your post.
    They’re really convincing and will definitely work.
    Nonetheless, the posts are very brief for newbies.
    Could you please lengthen them a bit from subsequent time?
    Thank you for the post.

  3. Just a smiling visitor here to share the love (:, btw outstanding pattern. Everything should be made as simple as possible, but not one bit simpler. by Albert Einstein.

  4. Hi there, just became aware of your blog through Google, and found that it is really informative.I am going to watch out for brussels. I will be grateful if you continue this in future.A lot of people will be benefited from your writing. Cheers!

  5. I’ll right away clutch your rss as I can not in finding your e-mail subscription hyperlink or newsletter service.Do you’ve any? Kindly allow me recognise in order that I may just subscribe.Thanks.

  6. An intriguing discussion is worth comment. I do believe that you should write more about this topic, it may not be a taboo matter but typically people don’t discuss these issues. To the next! Best wishes!!

Leave a Reply

Your email address will not be published. Required fields are marked *