March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଭୋଦୁଅ ଆକାଶେ ଜହ୍ନ ଉଇଁଲା – ପ୍ରିୟମ୍ବଦା ରାଉତ*

 

 

 

 

ଭୋଦୁଅ ଆକାଶେ ଜହ୍ନ ଉଇଁଲା

 

ପ୍ରିୟମ୍ବଦା ରାଉତ

**********************

ଆଜି ଆକାଶେ କି ରଙ୍ଗ ଲାଗିଲା,

ଭୋଦୁଅ ଆକାଶେ ଜହ୍ନ ଉଇଁଲା ।

ଭୋଦୁଅ ଆଣିଛି ଶରଦ ସାଥେ,

ନୀରିମଳ ଦଶଦିଗ ଜଗତେ,

ଗଗନେ କି ତାରା ଫୁଲ ଫୁଟିଲା ।ଆଜି…

ସବୁଜ କ୍ଷେତ ଯେ ଲହଡି ମାରେ,

ଚାଷୀଭାଇ ମନ ଆନନ୍ଦେ ଭରେ,

କାଚକେନ୍ଦୁ ପରି ପାଣି ଦିଶିଲା। ଆଜି..

ବାଦଲ ମାଦଲ ଶୁଭଇ ନାହିଁ,

ଗଣେଶଙ୍କ ପୂଜା ଓ ନୁଆଁଖାଇ,

ଖୁଦୁରୁକୁଣୀ ଯେ ମନ ମୋହିଲା । ଆଜି….

ମରତେ ଶରତେ ପ୍ରକୃତିରଣୀ,

ଶୋଭା କିଏ ତା ପାରିବ ବଖାଣି,

କାଶତଣ୍ଡୀ ଫୁଲେ ହସି ଉଠିଲା । ଆଜି….

ରୂପା ଜହ୍ନ ଜ୍ୟୋସ୍ନା ବିଛାଡି ହୋଇ,

ଧରଣୀକି ଦେଇଛି କି ଘୋଡାଇ,

ଶୁଭ୍ର ଚାଦରର ପରି ଦିଶିଲା ।

ଦର୍ଶକଙ୍କ ମନ ନାଚି ଉଠିଲା । ଆଜି.

ରଙ୍ଗଣୀ, ଟଗର ଅପରାଜିତା,

କଦମ୍ବ କୁସୁମେ ମହୀ ଶୋଭିତା,

ସଂଜେ ଜହ୍ନି ଫୁଲ ବାସ ଛୁଟିଲା ।

କୁମ୍ଭାଟୁଆ ବନେ ଡାକ ଛାଡିଲା ।

ଆଜି ଆକାଶେ କି ରଙ୍ଗ ଲାଗିଲା ।

ପ୍ରିୟମ୍ବଦା ରାଉତ

 

 

 

 

 

 

 

Loading

23 thoughts on “*ଭୋଦୁଅ ଆକାଶେ ଜହ୍ନ ଉଇଁଲା – ପ୍ରିୟମ୍ବଦା ରାଉତ*

  1. I’m not sure exactly why but this blog is loading very slow for me.Is anyone else having this problem or is it a problem on my end?I’ll check back later on and see if the problem still exists.

  2. Amazing! This blog looks exactly like my old one! It’s on a completely different
    subject but it has pretty much the same layout and design. Wonderful choice of colors!

  3. Hello! Do you use Twitter? I’d like to follow you if that wouldbe okay. I’m absolutely enjoying your blogand look forward to new posts.

  4. Pretty nice post. I just stumbled upon your blog and wished to say that I’ve truly enjoyed surfing around your blog posts.
    After all I’ll be subscribing to your rss feed and I hope you write again very soon!

  5. It’s nearly impossible to find educated people in this particular subject, but you seem like you know
    what you’re talking about! Thanks

  6. Oh my goodness! an incredible article dude. Thanks Nevertheless I’m experiencing challenge with ur rss . Don’t know why Unable to subscribe to it. Is there anyone getting identical rss drawback? Anyone who is aware of kindly respond. Thnkx

  7. Hi, I do believe this is an excellent blog. I stumbledupon it I am going to revisit once again since i have bookmarked it. Money and freedom is the best way to change, may you be rich and continue to guide other people.

  8. Hello There. I found your blog using msn. This is an extremely well written article. I’ll be sure to bookmark it and come back to read more of your useful info. Thanks for the post. I’ll definitely comeback.

Leave a Reply to Margarita Cancel reply

Your email address will not be published. Required fields are marked *