May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

*ଅନ୍ଧ ଦେଶେ ଗଲି ଦର୍ପଣ ବିକି – ମମତା ଶତପଥୀ*

ଅନ୍ଧ ଦେଶେ ଗଲି ଦର୍ପଣ ବିକି
🖌️🖌️🖌️🖌️🖌️🖌️🖌️🖌️

ଗଳ୍ପ ଓ କବିତା ଆମେ କାନ୍ଦୁ କଇଁ କଇଁ
ଆମ ସୃଷ୍ଟିକର୍ତ୍ତାଙ୍କ ଦୁଃଖ ପାରୁନାହୁଁ ସହି

ଆମେ ମାନସସନ୍ତାନ ଆମକୁ ଶତଧିକ
ରଖି ପାରୁନାହୁଁ ଆମ ସ୍ରଷ୍ଟାଙ୍କର ଟେକ

ନିଶିଥରେ ଉଜାଗରେ ରଚନା କରନ୍ତି
ପତ୍ରିକାରେ ପ୍ରକାଶନେ ଯାତନା ସହନ୍ତି

ଯାତନା ଫେଡନ୍ତେ କାହାଣୀପେଡି ହେବ
କହିବ କାଆଗେ ଦୁଃଖ କିଏସେ ବୁଝିବ

ସବୁ ସମ୍ବର୍ଦ୍ଧନା ଏଠି ଲାଗେ ତୁଛ୍ଛା ମିଛ
ଅର୍ଥ ବଳେ କିଣାଯାଏ ସମ୍ବର୍ଦ୍ଧନା ପୁଷ୍ପଗୁଛ୍ଛ

ଗଳ୍ପ ଓ କବିତା ଆମେ ଏତିକି ମାତ୍ର ଚାହୁଁ
ପ୍ରିୟାପ୍ରୀତିତୋଷଣ ସାହିତ୍ୟରୁ ଦୂରହେଉ

କଳ୍ପନାବିଭୋର ପ୍ରାଣ ସୃକେ ଗଳ୍ପକବିତା
କଳ୍ପନା ତା ହର୍ତ୍ତା କର୍ତ୍ତା ଦଇବ ବିଧାତା

ଆମେ ସେସ୍ରଷ୍ଟାଙ୍କ ସୃଷ୍ଟି ଅଟୁ କମନୀୟ
ଆମେ ଅଟୁ ସୁଧାଝରା ଚିର ରମଣୀୟ

ଭୁଲଇ ନିଜକୁ ସେ ଭୁଲେ ନିଜ ସଂସାର
ତା ଜୀବନଚଲା ପଥେ ଦୁଃଖ ସହଚର

ନିର୍ଜିବ ନିସ୍ପନ୍ଦ ବୋଲି ଭାବ ନାହିଁ ଆମକୁ
ଆମଶକ୍ତିରେ ଆମେ ଵଦଳାଉ ସଂସାରକୁ

ସାହିତ୍ୟ ମରେନି କେବେ ମରି ପାରିବନି
କିଛିକାଳ ପାଇଁ ଅଵା ହୋଇଛି ବନ୍ଦିନୀ

ହଟିଯିବ କୁଜ୍ଝଟିକା ସୂର୍ଯ୍ୟୋଦୟ ଥୟ
ସୁନ୍ଦର ସାହିତ୍ୟ ସୃଷ୍ଟି ହସିବ ନିଶ୍ଚୟ

ମମତା ଶତପଥୀ

 499 total views,  1 views today

2 thoughts on “*ଅନ୍ଧ ଦେଶେ ଗଲି ଦର୍ପଣ ବିକି – ମମତା ଶତପଥୀ*

  1. Spot on using this produce-up, I actually think this Web page demands a great deal more interest. I’ll most likely be again again to go through by means of extra, many thanks for the information!

Leave a Reply

Your email address will not be published. Required fields are marked *