March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଟିପେ ପୃଥିବୀର ମୋହ-ଛବିରାଣୀ ପତି*

ଟିପେ ପୃଥିବୀର ମୋହ

ଛବିରାଣୀ ପତି
************************

ଯେତେଦିନ ଯାଏଁ ଥିବ ଏ ଜୀବନ
ମୋହ ମାୟା ସଂସାର ରେ
ହାଡ଼ ମାଂସ ରକ୍ତ ଗଢା ପ୍ରାଣ ପିଣ୍ଡ
ଖେଳୁଥିବ ତୋ ସାଥିରେ ।

ମୁଣ୍ଡ ଉପର ଏ ନୀଳିମା ଆକାଶ
ପାଦ ତଳ ମୁଠେ ମାଟି
ଆକର୍ଷିତ ହୋଇ ଆସୁଛି ଆସିବି
ସତ କଟି କରି ମିଟି ।

ସ୍ୱର୍ଗଠୁଁ ସୁନ୍ଦର ଆହାର ବିହାର
ମାଆ ର ପଣତ ଏଠି
ଶକ୍ତ କୋମଳ ର ସମିଶ୍ରଣେ ଗଢା
ବାପାଙ୍କ ଶାସନ ଛାଟି ।

ଆତ ଜାତ ଭରା ସଚରାଚର ଏ
ପୃଥିବୀକୁ ଆସି ମୁହିଁ
ଭେଟ ଘାଟ ଯେଉଁ ହରି ହର ସାଥେ
ପାସୋରି ଦେବି ମୁଁ କାହିଁ !

ହୃଦ ସ୍ପନ୍ଦନର ସ୍ପନ୍ଦିତ ନିଃଶ୍ବାସ
ବିଶ୍ୱାସେ ବାନ୍ଧିଛି ଯହିଁ
ପାରିବିନି ସେଠୁ ମୁକୁଳି ମୁଁ କେବେ
ବହାସ୍ପୋଟ ହେବ ତହିଁ ।

ଛବିରାଣୀ ପତି

Loading

5 thoughts on “*ଟିପେ ପୃଥିବୀର ମୋହ-ଛବିରାଣୀ ପତି*

  1. Good post. I learn something new and challenging on websites I stumbleupon every day.
    It will always be useful to read through content from other writers and practice
    a little something from their websites.

  2. Howdy! Quick question that’s entirely off topic. Do you know how
    to make your site mobile friendly? My web site looks weird
    when browsing from my iphone 4. I’m trying to find a theme or plugin that might be
    able to resolve this problem. If you have any recommendations,
    please share. With thanks!

  3. It’s a shame you don’t have a donate button! I’d definitely donate to
    this excellent blog! I guess for now i’ll settle for bookmarking and
    adding your RSS feed to my Google account. I look forward to new updates and will share
    this site with my Facebook group. Chat soon!

  4. An impressive share! I have just forwarded this onto
    a co-worker who has been conducting a little research on this.
    And he actually ordered me breakfast due to the fact that I found it for
    him… lol. So let me reword this…. Thanks for the meal!!
    But yeah, thanx for spending some time to discuss this
    subject here on your internet site.

Leave a Reply to Timmy Cancel reply

Your email address will not be published. Required fields are marked *