March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ସଂସାରତ ମଧୁମୟ-ବବିତା ଶବର*

ସଂସାରତ ମଧୁମୟ

ବବିତା ଶବର

***************************

ଈଶ୍ୱର ହିଁ ସତ୍ୟ ଈଶ୍ୱର ହିଁ ଶିବ
ଈଶ୍ୱର ହିଁ ତ ସୁନ୍ଦର
ସିଏ ହିଁ ସମସ୍ତ କାରଣର ମୂଲ
ତାଙ୍କୁ ହିଁ ପ୍ରାର୍ଥନା କର
ରଖ ପ୍ରଭୂ ମତେ ତୁମ୍ଭରି ଚରଣେ
ସବୁରାତି ସବୁଦିନ
ଜୀବନଟା ମୋର ଉଦ୍ଧାର ହେଉ ହେ
କର କୃପା ଜନାର୍ଦ୍ଧନ
ପୃଥିବୀରେ ତୁମେ ଜୀବ ସୃଷ୍ଟି କର
ମହତ ଉଦ୍ଦେଶ୍ୟ ପାଇଁ
ସେହି ଉଦ୍ଦେଶ୍ୟକୁ ଭୁଲିଯାଇ ଜୀବ
ସ୍ୱାର୍ଥ ମାର୍ଗେ ଯାଏ କାହିଁ
ସୁନ୍ଦରତା ଠାରୁ ଗୁଣ ଟା ବଡ ହେ
ଶୁଣ ସବୁ ଦେଇ ମନ
ପରାମର୍ଶ ମାର୍ଗେ ଆଗକୁ ବଢ଼ହେ
ଶ୍ରେଷ୍ଠ କର ଏ ଜୀବନ
ନୁହେଁ କେ ଅଯୋଗ୍ୟ ଏହି ସଂସାରରେ
ନିଜେ ହିଁ ନିଜକୁ ଜାଣ
ଲକ୍ଷ୍ୟର ପଥରେ ଆଗେଇ ଚାଲହେ
ସଭିଙ୍କ କର କଲ୍ୟାଣ
ତୁମେ ହିଁ ତ ତୁମ ଭାଗ୍ୟର ନିର୍ମାତା
ଈଶ୍ୱରଙ୍କ ଏକ ଅଂଶ
ମନୁଷ୍ୟ ଜନ୍ମରେ ଶ୍ରେଷ୍ଠ କର୍ମ କରି
ଅର୍ଜନ କର ହେ ଯଶ।

ବବିତା ଶବର

Loading

6 thoughts on “*ସଂସାରତ ମଧୁମୟ-ବବିତା ଶବର*

  1. We stumbled over here different website and
    thought I should check things out. I like what
    I see so now i am following you. Look forward to finding
    out about your web page repeatedly.

  2. We are a gaggle of volunteers and starting a brand new scheme in our community.
    Your site offered us with valuable information to work on. You have done an impressive job and our
    whole neighborhood will be grateful to you.

  3. Hi there i am kavin, its my first occasion to commenting
    anyplace, when i read this piece of writing i thought i could also make comment due to this brilliant
    piece of writing.

  4. excellent submit, very informative. I ponder why the
    opposite experts of this sector don’t realize this. You must proceed your writing.

    I’m sure, you have a great readers’ base already!

  5. Hello i am kavin, its my first occasion to commenting anyplace, when i
    read this post i thought i could also create comment due to this
    sensible article.

Leave a Reply to Alina Cancel reply

Your email address will not be published. Required fields are marked *