March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

*ଧାରା ଶ୍ରାବଣ – ମୁକ୍ତିରାଣୀ ଦେବତା*

*ଧାରା ଶ୍ରାବଣ*

ମୁକ୍ତିରାଣୀ ଦେବତା

******************************

ତୁମ ପ୍ରେମବର୍ଷାରେ

ଭିଜେଇ ଦିଅଗୋ ସାଥୀ

ପିପାସୀ ମୁଁ ଯେ

ତୁମ ପ୍ରେମର

ହୃଦୟରେ ସ୍ଥାନଦେଇ

ଆପଣାର କରିନିଅ

ପ୍ରେମ ଅଟେ

ଆମ ସାତଜନ୍ମର ।।

ଧାରା ଶ୍ରାବଣ ଯେ

ବରଷି ଯାଉ ହେ

ତନୁମନ ହେଉ ଓଦା

ଆକୁଳିତମନ ପୁଲକିତ ସ୍ପର୍ଶ

ନହେଉ ଯମା ବି ବିଦା ।।

ଚାହାଣୀରୁ ପ୍ରାରମ୍ଭ

ଧୋକାରେ ହିଁ ସମାପ୍ତ

ଏହି ଯେ ଅଟଇ ପ୍ରେମ

ଲୈଲାମଜନୁ କେଦାରଗୌରୀ

କରିଯାଇଛନ୍ତି ନାମ ।।

ମନ ଝରକାରେ

ଜଣେ ବସିଥାଏ

ଦେଉଥାଏ ମିଠାଛୁଆଁ

ଛାତିତଳେ ଏଇ

ଛୋଟିଆ ହୃଦୟେ

ଜଳୁଥାଏ ଖାଲି ନିଆଁ ।।

ସପନ ନଈରେ

କଳ୍ପନା ଜଗତେ

ଭାସିବୁଲୁଥାଏ ଏକା

କିଏ ଜାଣେ କେବେ

ତା’ରି ସାଥୀରେ

ହେଇଯିବ ପୁଣି ଦେଖା ।।

ଗୋଲାପୀ ରଙ୍ଗରେ

ରଙ୍ଗାୟିତ ଦେହ

ଫଗୁଣରେ ହଜିଯାଏ

ସ୍ମୃତିରେ ତାହାର

ବର୍ଷମାସ ଦିନ

ମନଟି ମୋ ବୁଝିଯାଏ ।।

 

ମୁକ୍ତିରାଣୀ ଦେବତା

 

 331 total views,  1 views today

4 thoughts on “*ଧାରା ଶ୍ରାବଣ – ମୁକ୍ତିରାଣୀ ଦେବତା*

  1. I was recommended this website by my cousin. I am
    now not positive whether or not this submit is written through him as
    no one else understand such exact approximately my trouble.
    You are amazing! Thank you!

  2. Simply want to say your article is as astounding.
    The clearness in your post is simply spectacular and i can assume
    you’re an expert on this subject. Fine with your permission let me to
    grab your feed to keep updated with forthcoming post. Thanks a
    million and please carry on the enjoyable work.

Leave a Reply

Your email address will not be published. Required fields are marked *