ଉତ୍କଳ ମଣିରତନ
*************
ମମତା ବାରିକ
——————————-
ହେ ବିର ସ୍ୱଦେଶହିତୈଶୀ
ପିତା,ମାତା ଙ୍କର ଯସ୍ୱଶୀ।
ପୁରୀ ସୁଆଣ୍ଡୋ ଅଧିବାସୀ
ଉତ୍କଳମଣି ନାମେ ଖ୍ୟାତି।
ଦୁଃଖି ପ୍ରତି ଥିଲ ଦରଦୀ
ପୁତ୍ର ପ୍ରେମେ ନହେଲ ବନ୍ଧୀ।
ଆସୁ ଯେତେ ବନ୍ୟା ମରୁଡି
ଅଗ୍ରସରେ ନଥିଲା ଆପତ୍ତି।
ଦେଇଥିଲ ତୁମେ ଆହ୍ୱାନ
ଭାଷା ଆମ ପ୍ରାଣ ସ୍ପନ୍ଦନ।
କୃତି ତୁମ କାରାକବିତା
ଆଉ ବନ୍ଦୀର ଆତ୍ମକଥା।
ସମାଜ ପୃଷ୍ଠାରେ ରଚିଲ
ବ୍ରିଟିଶ ଙ୍କର ଅବିଚାର।
ଜନ ମନରେ ସୃଷ୍ଟି କଲ
ସ୍ୱଦେଶ ପ୍ରିତୀ ଅଧିକାର।
୧୯୨୮ ଜୁନ ୧୭ ତାରିଖ ଦିନ
କଲ ଦୁନିଆ ଅନ୍ଧକାର।।
🙏🙏🙏
ମମତା ବାରିକ
276 total views, 1 views today
ହୃଦୟସ୍ପର୍ଶୀ , ଦେଶାତ୍ମବୋଧକ ପ୍ରସ୍ତୁତି