March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଆଜିର ମଣିଷ- ଭାସ୍କର ରାଉତ*

*ଆଜିର ମଣିଷ*

ଭାସ୍କର ରାଉତ

 

ଧରଣୀ ପୃଷ୍ଠରେ ଜୀବ ଜଗତରେ
ମଣିଷ ସବୁଠୁଁ ଶ୍ରେଷ୍ଠ
ବିବେକ ରହିଛି ମାନବ ଶରୀରେ
ତେଣୁସେ ଅଟେ ଗରିଷ୍ଠ।
ଆଧୁନିକତା ନାମରେ,
ବିବେକ ହଜାଇ ବଲୁଅଛି ସେହି
ଦେଖ ଏହି ସମାଜରେ।।
ପଶୁଭଳି ସେହି ଆଚରଣ କରେ
ନିଜ ନିଜର ମଧ୍ୟରେ
ଇତର ଜୀବର ସନ୍ତାନ ତାହାର
ବୟଷ ବଢ଼ିବା ପରେ।
ଜନକ ଜନନୀ ତେଜି,
ସ୍ବାଧୀନ ଭାବରେ ବିଚରଣ କରେ
ତାଙ୍କ କଥାକୁ ନହେଜି।।
ପରସ୍ପର ମଧ୍ୟେ କରନ୍ତି ଲଢ଼େଇ
ନିଜ ସ୍ବାର୍ଥର ନିମନ୍ତେ
ଭୁଲି ହିତାହିତ ରଣରଙ୍ଗେ ରତ
ସ୍ବାର୍ଥ ସାଧନ ନିମନ୍ତେ।
ବେଳେ ବେଳେ ପ୍ରାଣ ହାନି,
ଘଟୁଥାଏ କା’ର ନଥାଏ ବିଚାର
ଏହା ସେ ବୁଝି ପାରେନି।।
ଆଜିର ମଣଷ ସ୍ବାର୍ଥରେ ସେ ଵ୍ୟସ୍ତ
ହଜାଇ ନିଜ ବିବେକ
ବଡ଼ ହେବାପାଇଁ ସଭିଙ୍କୁ ନାଶଇ
ରଖିବାକୁ ନିଜ ଟେକ।
କେହି ନେଇ ନାହିଁ କିଛି,
ଶୂନ୍ୟ ହସ୍ତେସବୁ ଯାଇଛନ୍ତି ଫେରି
କଥା ଖାଲି ରହିଅଛି।।
***********
ଭାସ୍କର ରାଉତ

Loading

One thought on “*ଆଜିର ମଣିଷ- ଭାସ୍କର ରାଉତ*

  1. Excellent beat ! I wish to apprentice while you amend your web site, how could i subscribe for a blog web site? The account helped me a appropriate deal. I were a little bit acquainted of this your broadcast offered vibrant clear idea

Leave a Reply to dovertoloperte Cancel reply

Your email address will not be published. Required fields are marked *