ଦୋଛକିରେ
ପ୍ରେମ ର ମଳୟ ଭିତରେ
ସ୍ବପ୍ନ ସାଉଁ ଟୁ ସାଉଁ ଟୁ
ଜୀବନ ର ମରୁଭୂମି ରେ
ଖାଦ୍ୟ ସାଉଁଟି ବସେ ,
କଳ୍ପନା ,ଭାବନା କୁ
ଆଡେଇ ଦେ଼ଇ ବଞ୍ଚିବାର ରାହାଖୋଜେ।
କିଛି କ୍ଷଣ ର ସୁଖ ରେ
ଦୁଃଖ କୁ ଅଭିଶାପ ଟେ ଦିଏ
ପେଟ ର ତୃଷ୍ନା ମେଣ୍ଟିବ
ପୁଣି ଏକ ନୂଆ ସୂର୍ଯ୍ୟ ଊଇଁବ
କେତେ କଣ ଆଶା ଆଣେ
ଗୋଟେ ମୁହୂର୍ତ୍ତ ରେ
ସମୁଦ୍ର ର ଢେଉ ତାକୁ ବି ନେଇଯାଏ।
ଆଉ ଶିଖେଇ ଦେଇ କହେ
ତୁ ଆବୋରି ନ ଥିବା ଶବ୍ଦ
ମୁଁ ବି ଲାଗି ପଡେ
ଅନୁସନ୍ଧାନ ରେ
ପେଟ ପାଇଁ ଦି ମୁଠା
ବାକ୍ୟ ର ବେଳାଭୂମି ରେ
ବାମନ ହୋଇ ଚନ୍ଦ୍ର କୁ
ଛୁଇଁବା ର ସାହାସ ବି ଉଭାନ କରେ
ଯଦି ଭୋକ କୁ ଆୟତ୍ତ
ଆଉ ହୁଦୟ କୁ ସର୍ବୋଚ୍ଚ
ଦେଇ ହୁଅନ୍ତା
ମୁଁ ଜୀବନ ର ମାଇଲଖୁଣ୍ଟ କୁ
କିଣି ନିଅନ୍ତି।
ଆଉ କହି ବୁଲନ୍ତି
ଦୋଛ କି ର ସ୍ତମ୍ଭ ବିନ୍ଦୁ ରେ
ବିଜୟ ହୋଇ ଥିବା ମହାତ୍ମା ଟି ଏ……
ପ୍ରଗତି ସାହା, ରାଉରକେଲା(ଛେଣ୍ଡ କଲୋନୀ) ସୁନ୍ଦରଗଡ୍ ……
viagra alternatives over counter viagra in australia chemist viagra quebec
%22viagra%22 viagra tablets from australia where can you buy viagra with paypal?
need to get samples of viagra without a perscription viagra 100mg tablets viagra cialis melbourne site:au