January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

ଦୋଛକିରେ– ପ୍ରଗତି ସାହା

ଦୋଛକିରେ

ପ୍ରେମ ର ମଳୟ ଭିତରେ
ସ୍ବପ୍ନ ସାଉଁ ଟୁ ସାଉଁ ଟୁ
ଜୀବନ ର ମରୁଭୂମି ରେ
ଖାଦ୍ୟ ସାଉଁଟି ବସେ ,
କଳ୍ପନା ,ଭାବନା କୁ
ଆଡେଇ ଦେ଼ଇ ବଞ୍ଚିବାର ରାହାଖୋଜେ।
କିଛି କ୍ଷଣ ର ସୁଖ ରେ
ଦୁଃଖ କୁ ଅଭିଶାପ ଟେ ଦିଏ
ପେଟ ର ତୃଷ୍ନା ମେଣ୍ଟିବ
ପୁଣି ଏକ ନୂଆ ସୂର୍ଯ୍ୟ ଊଇଁବ
କେତେ କଣ ଆଶା ଆଣେ
ଗୋଟେ ମୁହୂର୍ତ୍ତ ରେ
ସମୁଦ୍ର ର ଢେଉ ତାକୁ ବି ନେଇଯାଏ।
ଆଉ ଶିଖେଇ ଦେଇ କହେ
ତୁ ଆବୋରି ନ ଥିବା ଶବ୍ଦ
ମୁଁ ବି ଲାଗି ପଡେ
ଅନୁସନ୍ଧାନ ରେ
ପେଟ ପାଇଁ ଦି ମୁଠା
ବାକ୍ୟ ର ବେଳାଭୂମି ରେ
ବାମନ ହୋଇ ଚନ୍ଦ୍ର କୁ
ଛୁଇଁବା ର ସାହାସ ବି ଉଭାନ କରେ
ଯଦି ଭୋକ କୁ ଆୟତ୍ତ
ଆଉ ହୁଦୟ କୁ ସର୍ବୋଚ୍ଚ
ଦେଇ ହୁଅନ୍ତା
ମୁଁ ଜୀବନ ର ମାଇଲଖୁଣ୍ଟ କୁ
କିଣି ନିଅନ୍ତି।
ଆଉ କହି ବୁଲନ୍ତି
ଦୋଛ କି ର ସ୍ତମ୍ଭ ବିନ୍ଦୁ ରେ
ବିଜୟ ହୋଇ ଥିବା ମହାତ୍ମା ଟି ଏ……

ପ୍ରଗତି ସାହା, ରାଉରକେଲା(ଛେଣ୍ଡ କଲୋନୀ) ସୁନ୍ଦରଗଡ୍ ……

 864 total views,  1 views today

3 thoughts on “ଦୋଛକିରେ– ପ୍ରଗତି ସାହା

Leave a Reply

Your email address will not be published. Required fields are marked *