ଡର ତୁମେ କାହିଁ ପାଇଁ ?
++++++++++++++++
ରୀକ୍ଷିରାମ ମେହେର
ଲେଖନୀ ମୁନରେ ଲେଖି ଚାଲ ସ୍ରଷ୍ଟା
ଡର ତୁମେ କାହିଁ ପାଇଁ,
ଅନ୍ୟାୟ ଅନୀତି କରରେ ଦମନ
ଗଣ ସ୍ବର ଏକ ହୋଇ।
କଲମ ଶକତି କୋଟି କରାମତି
ଅଜସ୍ର ଅଖଣ୍ଡ ଶକ୍ତି,
ବାର୍ତ୍ତା ସାହିତ୍ୟରେ ଏକତ୍ରିତ କର
ସମାଜକୁ ଦେଇ ଉକ୍ତି।
ଅନ୍ୟାୟ ଅନୀତି ଶୋଷଣ ଦୁର୍ନୀତି
ସହିବାର ବେଳ ନାହିଁ,
ଲେଖନୀ ମୁନରେ ଜାଗ୍ରତ କରାଅ
ବିପ୍ଳବର ବାର୍ତ୍ତା ଦେଇ।
କବି ବୀରବର ମାଟି ମାଆ ସ୍ୱର
ମିଲି ମିଶି ଦିଅ ବାର୍ତ୍ତା,
ବିଫଳ ହେବନି କବିର କବିତା
ତୁମେ ହିଁ ସମାଜ କର୍ତ୍ତା।
ସମାଜ ସଂସ୍କାର ପ୍ରଗତି ବିଚାର
କବି ସମାଜର ପଥ,
ବଦଳାଇ ଦେବ ସାହିତ୍ୟ ଦୁନିଆ
ଇତିହାସ ଥରେ ଦେଖ।
ଲେଖିଚାଲ କବି ଗାଇଚାଲ୍ ଗୀତ
ତୋ ଶବ୍ଦ ଦେଖାଉ ବାଟ,
ସତ୍ଯ ନ୍ୟାୟ ଞାନ ବିଜ୍ଞାନ ମୂନରେ
ଭାଙ୍ଗିଯାଉ ପୁଞ୍ଜି ହାଟ।
+++++++++++++++
ରୀକ୍ଷିରାମ ମେହେର
+++++++++++++
I really enjoy the article.Really looking forward to read more. Cool.
Major thankies for the blog.Really thank you! Awesome.
Fantastic article post.Thanks Again. Really Cool.
I truly appreciate this post. Cool.
Fantastic blog post.Really thank you! Really Great.
A round of applause for your blog.Thanks Again. Will read on…
I cannot thank you enough for the article post. Fantastic.
Say, you got a nice post.
Thanks-a-mundo for the article.Really thank you! Awesome.
Thank you for your article post.Thanks Again. Really Great.Loading…
Aw, this was an exceptionally good post. Finding the timeand actual effort to create a great article