January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା*

*ମଣିଷ ହୁଅନ୍ତି ବଣ୍ଟା*

****************

ସୀମାଞ୍ଚଳ ପଣ୍ଡା

***********

 

ଆଜିର  ମାନବ   ଧରମ  ବିଭାଗ

ମାନିବାକୁ କରେ ଘୃଣା,

ଧରମ ନାମରେ ଭାଗ  ବଣ୍ଟନରେ

ହୁଏ  ତାର ମନ ଉଣା।

 

ମାନବିକ  କର୍ମ  ସଂସାରର  ଧର୍ମ

ସବୁ  ଧର୍ମ   ସାର କଥା,

ମୂଳର  ଆଧାର  ଏକା  ପରକାର

କିକାରଣେ ବିଭେଦତା?

ଗତି ପ୍ରକୃତିରେ ବୃତ୍ତି  ସଂସ୍କୃତିରେ

ଭୁଲ୍   ହୁଏ  ବୁଝାମଣା,

ଆଜିର   ମାନବ  ଧରମ  ବିଭାଗ

ମାନିବାକୁ କରେ ଘୃଣା।

 

ନରୋଚିତ  କର୍ମ  ମାନବିକ  ଧର୍ମ

ଭବଯୋଗେ ଉପଯୋଗ,

ମାନବତା  ଏକ  ଦର୍ଶନ  ଅନେକ

ଅକାରଣ    ଈର୍ଷା ଭାବ।

 

ମଣିଷ  ମଣିଷ  ଘୃଣା  ଅସନ୍ତୋଷ

ଇତରେ    କାତର  ଗୁଣ,

ବଇରି  ଭାବନା  ମନ୍ଦ  ସମ୍ଭାବନା

ବୃଥା    ଅସହିଷ୍ଣୁ    ପଣ,

ଶାଶ୍ୱତ ପ୍ରେମରେ ସାତ୍ତ୍ୱିକକର୍ମରେ

ସୁପଥ    ପଡ଼ଇ    ଜଣା,

ଧରମ ନାମରେ ଭାଗ  ବଣ୍ଟନରେ

ହୁଏ  ତା’ର  ମନ  ଉଣା।

 

ବିଭେଦତା ଭାବ ହିଂସ୍ରକ  ସ୍ୱଭାବ

ରଣେ  ଗଣେ  ନିଏ ଟାଣି,

ମାନବତା  ବିନା  ବଇରି  ଭାବନା

ସୃଷ୍ଟି  କରେ  ଜାଣି ଜାଣି।

 

************************

 

ସୀମାଞ୍ଚଳ ପଣ୍ଡା

************************

 604 total views,  1 views today

3 thoughts on “*ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା*

  1. I savor, result in I discovered exactly what I
    used to be having a look for. You have ended my 4 day lengthy hunt!

    God Bless you man. Have a nice day. Bye

  2. I was recommended this blog by means of my cousin. I’m now not positive whether or
    not this put up is written by him as nobody else know such distinct about my
    trouble. You’re incredible! Thank you!

  3. Hi there, i read your blog from time to time and i own a similar one and i was just wondering
    if you get a lot of spam feedback? If so how do you protect against it, any
    plugin or anything you can recommend? I get so much lately it’s
    driving me mad so any assistance is very much appreciated.

Leave a Reply

Your email address will not be published. Required fields are marked *