January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ଦିନ ଯାଏ ସରି ତୁମକୁ ସୁମରି — ସୀମାଞ୍ଚଳ ପଣ୍ଡା*

*ଦିନ ଯାଏ ସରି ତୁମକୁ ସୁମରି*

ଦିନଯାଏ   ସରି   ତୁମକୁ   ସୁମରି
ତୁମେ ପଡ ନାହିଁ ଧରା,
ଡାକିବା  ଲୋକର  ମହତ  ପଣର
ହୁଏ   ଅବିଶ୍ୱାସ  ଭରା,
ନାସ୍ତିକ  ଦିଏ  ଇଶାରା,
ମିଥ୍ୟା  ସମ୍ଭାଷଣ ଦିଅ ବୋଲି  ଜନ
ଧରାକୁ  ମଣନ୍ତି  ସରା।

ଭାଳେ ମୋର ମନ ପାପେ ଦରଶନ
ନଦିଅ, ପାରୁଶେ  ରହି,
ପାପ ମୋରଆଖି ନପାରେ ନିରେଖି
ଅଦେଖାରେ ଯାଅ କହି,
ମୋକର୍ମେ ହୁଏ ମୁଁ ଦହି,
ସମାଧାନ ପାଇଁ ଖୋଜେ ରାହା ଯହିଁ
ଉପାୟ  ଦିଅ   ବତାଇ।

ରହିଛି    ଭରତି    ସକଳ    ସମ୍ପତ୍ତି
ତୁମ  ବିଶାଳ  ସଂସାର,
ତୁମେ  ଦେଲେ  ବଳ କି କରିବ ଖଳ
ଶରଣେ, ହେବ ଆତୁର,
ତୁମେ    ପ୍ରଭୁ  ଚକ୍ରଧର,
ତାରିଲେ  ତାରିବ  ମାରିଲେ  ମାରିବ
ହୋଇବି କିଆଁ  ଆତୁର।

*************************

ସୀମାଞ୍ଚଳ ପଣ୍ଡା

ଶିକ୍ଷକ,ଡେଙ୍ଗାଡି, ଗଞ୍ଜାମ,
୯୫୮୩୪୩୮୧୭୪।
ସ୍ୱରଚିତ*******************

 498 total views,  1 views today

One thought on “*ଦିନ ଯାଏ ସରି ତୁମକୁ ସୁମରି — ସୀମାଞ୍ଚଳ ପଣ୍ଡା*

  1. It’s easy to wear and take care of the video of the customer service, and the care is relatively simple. The seller also gave a lot of small gifts, which are no different from their own hair. They will be repurchased.

Leave a Reply

Your email address will not be published. Required fields are marked *