April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଡିବିରି–ସୁଭଦ୍ରା ପଟ୍ଟାୟତ*

#ଡିବିରି

ଆଈ – ଆଲ ମା’ ସୀମା ! କୁଆଡ଼େ ଗଲୁ ? ମୋ ଡିବିରିରେ ଟିକିଏ ତେଲ ପୁରେଇ ଦେଲୁ । ମୋର ତ ବୟସ ହେଲାଣି ହାତ ଥରଥର ହେଉଛି । ସୀମା (ନାତୁଣୀ) ଆସି ଆଈ !
ତୁ କାହିଁକି ଏଇ ଅଧାଭଙ୍ଗା ଡିବିରି ପାଇଁ ଏମିତି ହଉଛୁ ? ଏବେ ତ ଏମରଜେନ୍ସି ଲାଇଟ୍, ଟର୍ଚ୍ଚ ଅଛି ଘରେ କରେଣ୍ଟ ଅଛି । ଆଈ କୁହନ୍ତି ଆରେ ତୁ କେମିତି ଜିଣିବୁ ଏ ଗୁମର କଥା । ଏଇ ଡିବିରି ପରା ମୋର ଆଉ ତ ଅଜାର ପ୍ରେମର ସାକ୍ଷୀ ।
ସୀମା: କେମିତି ? ଆଈ କୁହନ୍ତି- ଆରେ ଶୁଣ, ଆଗରୁ ଏମିତି ଜିକିମିକିଆ ଲାଇଟ୍ ନଥିଲା କି କରେଣ୍ଟ ନଥିଲା । ଆମ ସମୟରେ ସନ୍ଧ୍ୟା ହେଲା ମାନେ ଏଇ ଡିବିରି ହିଁ ସାହା ଭରସା । ଆମ ଗାଁରେ ( ପାଲା ଗାଣ ) ଚାଲିଥାଏ । ତୋ ଅଜା ଗାଣ ଦେଖିବାକୁ ଯାଇଥିଲେ ହେଲେ ସନ୍ଧ୍ୟା ଯାଇ ଅନ୍ଧାର ରାତି ହେଲା କେମିତି ଯେ ଘରକୁ ଫେରିବେ ବ୍ୟସ୍ତ ହେଉଥିଲେ । ସେତେବେଳେ ମୁଁ ଆମ ଘରୁ ଡିବିରିଟେ ଆଣି ଦେଲି । ଆଉ କିଛି ଦିନ ପରେ ତୋ ଅଜା ଘର ଲୋକଙ୍କୁ ନେଇ ଇମ ଘରେ ପହଞ୍ଚିଲେ ବିବାହ ପ୍ରସ୍ତାବ ନେଇ । ତା’ପରେ ତ ଆମେ ସ୍ବାମୀ ସ୍ତ୍ରୀ ଆଉ ।
ଆହୁରି ଜାଣିଛୁ ମୁଁ କେବେ ରାଗିଗଲେ ନା ତୋ ଅଜା ସନ୍ଧ୍ୟା ହେବାକୁ ଅପେକ୍ଷା କରିଥାନ୍ତି । ସୀମା ପଚାରେ କାହିଁକି , ସନ୍ଧ୍ୟା ବେଳେ କଣ ହୁଏ କି ? ଆଈ ଉତ୍ତର ଦିଅନ୍ତି ଦିନସାରା ସିନା ମୁଁ ରାଗିକି ଏଣେ ତେଣେ ବୁଲେ । ହେଲେ ସନ୍ଧ୍ୟା ନଇଁ ଆସିଲେ ଅନ୍ଧାର ମାଡି ଆସିଲେ ମୁଁ ଆଉ କୁଆଡ଼େ ଯିବି ? ଆମ ପାଇଁ ତ ଏଇ ଡିବିରି ସାହା । ଘର ଯାକରେ ଗୋଟିଏ ଡିବିରି । ମୁଁ ବାଧ୍ୟ ହୋଇ ଘରକୁ ଆସୁଥିଲି ଆଉ ରାଗ ଋଷ ଛାଡୁଥିଲି । ହେଲେ ଏବେ ରାଗିଗଲେ ସମ୍ପର୍କ ହିଁ ଭାଙ୍ଗି ଯାଉଛି । ଖାଲି କଣ ଏତିକି ଆଗରୁ ସନ୍ଧ୍ୟା ହେଲେ ଗାଁ ଯାକର ଲୋକମାନେ ଆସି ଗୋଟିଏ ଜାଗାରେ ଏକତ୍ରିତ ହୋଇ ନିଜ ନିଜ ଭିତରେ ଗପସପ ହେଉ । ସମ୍ପର୍କ ମଧୁର ହୁଏ । ହେଲେ ଏବେ ଏଇ ଟିଭି ମୋବାଇଲ ଯୁଗରେ କାହାର କାହା ପାଇଁ ସମୟ ନାହିଁ କି ସମ୍ପର୍କରେ ମଧୁରତା ନାହିଁ ।
ସୀମା: ସତରେ ଆଈ ; ତୁମ ସମୟ ବହୁତ ସୁନ୍ଦର ଥିଲା ।

*ସୁଭଦ୍ରା ପଟ୍ଟାୟତ, ବାଲେଶ୍ବର*
*Subhadra Pattayat, Balasore*

Loading

15 thoughts on “*ଡିବିରି–ସୁଭଦ୍ରା ପଟ୍ଟାୟତ*

  1. ବହୁତ ଭଲ ଲାଗିଲା ଲେଖା ଟି। ମନକୁ ଛୁଇଁଲା।

    ଅଶେଷ ଧନ୍ୟବାଦ।

  2. କେତେ ସୁନ୍ଦର କଥା ଟିଏ କହିଦେଲ!!! ବହୁତ ଭଲ ଲାଗିଲା ❤।

    1. ଅଜସ୍ର ଧନ୍ୟବାଦ ଓ ସ୍ନେହ ଶ୍ରଦ୍ଧା ଓ ଭଲପାଇବା ତୁମକୁ

  3. ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି ବିଷୟ -ଡିବିରି ଗଳ୍ପକୁ ସୁନ୍ଦର ଭାବରେ ବର୍ଣ୍ଣନା କରି। ଗାରେଇ ଦେଇଛନ୍ତି। ଆପଣଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ଆଜ୍ଞା

    1. Heartiest congratulations, beti. Keep up the good work of writing. You surely write from the bottom of your little heartmy nanhisi jaan

  4. ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ନିଜର ବହୁମୂଲ୍ୟ ସମୟ ଦେଇ ପ୍ରତିଷ୍ଠାନର ଦାୟିତ୍ୱ ଗ୍ରହଣ କରି ପ୍ରତିଷ୍ଠାନକୁ ଆଗେଇ ନେଉଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି

Leave a Reply to Sharad Gajjar Cancel reply

Your email address will not be published. Required fields are marked *