April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଜୀବନର ଗତି – ସୀମାଞ୍ଚଳ ପଣ୍ଡା*

  • ଜୀବନର ଗତି
    ************************
    ସୀମାଞ୍ଚଳ ପଣ୍ଡା
         ***********

ଜୀବନର   ଗତି    ନ ହେଉ   ଦୁର୍ଗତି
ସତ୍ୟ  ପଥେ  ସଦା  ହୁଅ  ତତ୍ପର,
ଧୀରେ  ଗତି  କର   ନ ହୁଅ   ଅଧୀର
ଧୀର ପାଣି ଦେଖ କାଟେ ପଥର।

ଧୀର  ଗତି   ସତ    କରେ   ପ୍ରତିହତ
ଜୀବନପଥର    ବାଧା   ଅଗ୍ରତେ,
ଅଶାନ୍ତେ  ତୁରିତେ  କର୍ମେ   ଅବିରତେ
ଆସଇ   ପ୍ରମାଦ   ବିଷମ  ପଥେ।
ହାତେ  ମାପ  କରି  ଚାଖଣ୍ଡେ  ପ୍ରସାରି
ପକାଅ    ପାଦକୁ   ନ ହୁଅ  ଖର,
ଜୀବନର   ଗତି     ନ ହେଉ   ଦୁର୍ଗତି
ସତ୍ୟ  ପଥେ ସଦା  ହୁଅ ତତ୍ପର।

ସଂସାର    ବିଚିତ୍ର    ନାନାବିଧ    ଚିତ୍ର
ଦେଖି ନ ଡରିବ ନ ହେବ ଭୋଳା,
ହେବ     କଣ୍ଟକିତ     କୁସୁମିତ   ପଥ
ଦେଖି  ପରଖିବ   ସଂସାର  କଳା।

ଅଦଭୂତ କଳା  ସ୍ରଷ୍ଟା   ରଙ୍ଗ   ବୋଳା
ସାଧୁ  ଗୁଣେ   ଆଗେ  କରିବ ଗତି,
ସତ୍ୟକୁ  ନ ଜାଣି   ନ ହେବ   ଅଗ୍ରଣୀ
ଅକାଳେ  ବୁଡ଼ିବ    ଆପଣା   ସ୍ଥିତି,
ସଜାଗେ   ନ ଚଳି    ପଡ଼   ନାହିଁ ବଳି
ଦିବସ    ସପନ    ନ ମଣ    ସାର,
ଧୀରେ   ଗତି କର    ନ ହୁଅ   ଅଧୀର
ଧୀର  ପାଣି  ଦେଖ  କାଟେ ପଥର।

ଜୀବନ    ଜାଗ୍ରତ    ସତ୍ୟ    ସମ୍ବନ୍ଧିତ
ହେଳା କଲେ ଭେଳା ଯାଏ ତ ବୁଡ଼ି,
ସୁଖରେ    ବିହ୍ୱଳ    ନ ହୁଅ   କେବଳ
ଆଗେ ଆସେ ଦୁଃଖ ନିଅ ଯୋଗାଡ଼ି।

***************************

ସୀମାଞ୍ଚଳ ପଣ୍ଡା
***************************

Loading

5 thoughts on “*ଜୀବନର ଗତି – ସୀମାଞ୍ଚଳ ପଣ୍ଡା*

  1. Hey There. I found your blog using msn. This is a very
    well written article. I will make sure to bookmark it and return to read
    more of your useful information. Thanks for the post.
    I’ll definitely return.

  2. I’m truly enjoying the design and layout of your website.
    It’s a very easy on the eyes which makes it much more enjoyable for me to come here and visit more often. Did you hire out a developer to
    create your theme? Outstanding work!

  3. I just could not leave your web site before suggesting that I actually loved the usual info
    a person provide on your guests? Is gonna be back
    frequently to investigate cross-check new posts

Leave a Reply to Deidre Cancel reply

Your email address will not be published. Required fields are marked *