February 09, 2023
11 11 11 AM
ଗୁରୁ–ମଧୁସ୍ମିତା ରାଉତ
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
Latest Post
ଗୁରୁ–ମଧୁସ୍ମିତା ରାଉତ ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ

*ଜୀବନର ଗତି – ସୀମାଞ୍ଚଳ ପଣ୍ଡା*

  • ଜୀବନର ଗତି
    ************************
    ସୀମାଞ୍ଚଳ ପଣ୍ଡା
         ***********

ଜୀବନର   ଗତି    ନ ହେଉ   ଦୁର୍ଗତି
ସତ୍ୟ  ପଥେ  ସଦା  ହୁଅ  ତତ୍ପର,
ଧୀରେ  ଗତି  କର   ନ ହୁଅ   ଅଧୀର
ଧୀର ପାଣି ଦେଖ କାଟେ ପଥର।

ଧୀର  ଗତି   ସତ    କରେ   ପ୍ରତିହତ
ଜୀବନପଥର    ବାଧା   ଅଗ୍ରତେ,
ଅଶାନ୍ତେ  ତୁରିତେ  କର୍ମେ   ଅବିରତେ
ଆସଇ   ପ୍ରମାଦ   ବିଷମ  ପଥେ।
ହାତେ  ମାପ  କରି  ଚାଖଣ୍ଡେ  ପ୍ରସାରି
ପକାଅ    ପାଦକୁ   ନ ହୁଅ  ଖର,
ଜୀବନର   ଗତି     ନ ହେଉ   ଦୁର୍ଗତି
ସତ୍ୟ  ପଥେ ସଦା  ହୁଅ ତତ୍ପର।

ସଂସାର    ବିଚିତ୍ର    ନାନାବିଧ    ଚିତ୍ର
ଦେଖି ନ ଡରିବ ନ ହେବ ଭୋଳା,
ହେବ     କଣ୍ଟକିତ     କୁସୁମିତ   ପଥ
ଦେଖି  ପରଖିବ   ସଂସାର  କଳା।

ଅଦଭୂତ କଳା  ସ୍ରଷ୍ଟା   ରଙ୍ଗ   ବୋଳା
ସାଧୁ  ଗୁଣେ   ଆଗେ  କରିବ ଗତି,
ସତ୍ୟକୁ  ନ ଜାଣି   ନ ହେବ   ଅଗ୍ରଣୀ
ଅକାଳେ  ବୁଡ଼ିବ    ଆପଣା   ସ୍ଥିତି,
ସଜାଗେ   ନ ଚଳି    ପଡ଼   ନାହିଁ ବଳି
ଦିବସ    ସପନ    ନ ମଣ    ସାର,
ଧୀରେ   ଗତି କର    ନ ହୁଅ   ଅଧୀର
ଧୀର  ପାଣି  ଦେଖ  କାଟେ ପଥର।

ଜୀବନ    ଜାଗ୍ରତ    ସତ୍ୟ    ସମ୍ବନ୍ଧିତ
ହେଳା କଲେ ଭେଳା ଯାଏ ତ ବୁଡ଼ି,
ସୁଖରେ    ବିହ୍ୱଳ    ନ ହୁଅ   କେବଳ
ଆଗେ ଆସେ ଦୁଃଖ ନିଅ ଯୋଗାଡ଼ି।

***************************

ସୀମାଞ୍ଚଳ ପଣ୍ଡା
***************************

 710 total views,  2 views today

5 thoughts on “*ଜୀବନର ଗତି – ସୀମାଞ୍ଚଳ ପଣ୍ଡା*

  1. Hey There. I found your blog using msn. This is a very
    well written article. I will make sure to bookmark it and return to read
    more of your useful information. Thanks for the post.
    I’ll definitely return.

  2. I’m truly enjoying the design and layout of your website.
    It’s a very easy on the eyes which makes it much more enjoyable for me to come here and visit more often. Did you hire out a developer to
    create your theme? Outstanding work!

  3. I just could not leave your web site before suggesting that I actually loved the usual info
    a person provide on your guests? Is gonna be back
    frequently to investigate cross-check new posts

Leave a Reply

Your email address will not be published. Required fields are marked *