March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ତର୍କ ରୁ ନର୍କ – ନବ କୁମାର ଦାସ*

🔴🔴🔴🔴🔴🔴🔴🔴🔴
ତର୍କ ରୁ ନର୍କ

ନବ କୁମାର ଦାସ

***************************
ଶବ୍ଦେ ଶବ୍ଦେ ଗୁନ୍ଥା କଥା ମାଳାଟିଏ
ଅଧାରୁ ଛିଣ୍ଡି ପଡିଲେ
ଯୋଡିବା ପାଇଁକି ପ୍ରେମ ସୁତା ଲୋଡ଼ା
ନହେବ ଯୁକ୍ତି ବାଢିଲେ

ଟିକିଏ ଯୁକ୍ତିରୁ ତର୍କର ଆଖଡା
ଅଭିନୟେ ଗଣ୍ଡ ଗୋଳ
ସେହି ଗଣ୍ଡଗୋଳେ ରାମ୍ପୁଡା ଆମ୍ପୁଡା
ଚାଲେ କୂଟନୀତି ଖେଳ

ଝିମିଟି ଖେଳରୁ ମହା ଭାରତଟି
ହେଇଥିଲା ମାଟି ପରେ
ସବୁ ସରିଥିଲା ଧର୍ମ ବଞ୍ଚିଥିଲା
ତର୍କ ଭରା ଜୁଆରରେ

ତର୍କ ଏକା ସିନା ନରକକୁ ରାସ୍ତା
ନର୍କ କୀଟ କରିଦିଏ
ବଞ୍ଚି ଥାଉ ଥାଉ ଜୀବ ହରିବାକୁ
କାହାକୁ ବାଧ୍ୟ୍ୟ କରାଏ

ନରକ ନୁହେଁ ଟି ମାଟି ତଳ ଜାଗା
କଷ୍ଟକୁ କେ ନ ଦେଖିବେ
ଏଇଠି ସରଗ ଏଇଠି ନରକ
ଜୀବ ସ୍ୱଭାବେ ଭାବିବେ।

ନବ କୁମାର ଦାସ

🔴🔴🔴🔴🔴🔴🔴🔴🔴

Loading

18 thoughts on “*ତର୍କ ରୁ ନର୍କ – ନବ କୁମାର ଦାସ*

  1. Hi! This is my 1st comment here so I just wanted
    to give a quick shout out and tell you I genuinely enjoy reading through your articles.
    Can you recommend any other blogs/websites/forums that go over the same subjects?
    Many thanks!

    my web-site; coupon

  2. Hi! I just wanted to ask if you ever have any trouble with hackers? My last blog (wordpress) was hacked and I ended up losing months of hard work due to no backup. Do you have any solutions to stop hackers?

  3. I’m extremely pleased to uncover this great site.
    I need to to thank you for your time for this fantastic
    read!! I definitely enjoyed every little bit of it and I
    have you book marked to look at new things in your blog.

  4. Greetings! I know this is kind of off topic but I was wondering
    which blog platform are you using for this site? I’m
    getting sick and tired of WordPress because I’ve had problems with hackers
    and I’m looking at options for another platform. I would be fantastic if you could point me in the direction of a good platform.

  5. Hey, I think your blog might be having browser compatibility issues.

    When I look at your website in Firefox, it looks fine but
    when opening in Internet Explorer, it has some overlapping.

    I just wanted to give you a quick heads up! Other then that, superb
    blog!

  6. Howdy are using WordPress for your site platform? I’m
    new to the blog world but I’m trying to get started and
    create my own. Do you need any html coding knowledge to make your own blog?
    Any help would be really appreciated!

  7. fantastic publish, very informative. I ponder why the other experts of this sector
    don’t realize this. You must continue your writing.
    I’m sure, you’ve a huge readers’ base already!

Leave a Reply to best fat burner supplements Cancel reply

Your email address will not be published. Required fields are marked *