April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଜୀବନ-ବିଶ୍ୱେଶ୍ୱର ମାଝୀ*

ଜୀବନ

ବିଶ୍ୱେଶ୍ୱର ମାଝୀ

**********

କେବେ ବାଗୁଡିର ରାହା
କେବେ ଖେଳ ଛକି ଶୂନ
ଏଇ ଅଛି ଏଇ ନାହିଁ
ଏଇ ତ ଜୀବନ।

କେବେ ପର୍ବତର ନିର୍ଜନତା
କେବେ ଲହଡି ଉତଫଣ
କେବେ ଚିର ହରିତ ଅରଣ୍ୟ
କେବେ ଶୁଷ୍କ ମରୁ ବନ।

କେବେ ବିକଳ ତାରୁଣ୍ୟ
କେବେ ଉଛଳ ଯୌବନ
କେବେ ପୀଡିତ ପ୍ରୌଢତ୍ୱ
କେବେ ବାର୍ଦ୍ଧକ୍ୟ ଦହନ।

ଏକେଶ୍ୱରବାଦୀ ପାଇଁ ଯାହା
ଅହଂ ବ୍ରହ୍ମୋସ୍ମିର ପ୍ରଶ୍ନ
ନୀରିଶ୍ୱରବାଦୀ ପାଇଁ ପୁଣି
ଶୂନ୍ୟ ମହାଶୂନ୍ୟ।

ଉଠା ପଡା ଅଙ୍କାବଙ୍କା ରାସ୍ତା
ଚାଲିବାର ନାମଟି ଜୀବନ
ଚଟିଘରେ ରାତିରେ ଶୟନ
ପ୍ରଭାତରେ ସ୍ୱସ୍ଥାନେ ପ୍ରସ୍ଥାନ।

ଭରପୁର ଭାଗ୍ୟରେଖା ନେଇ
ଆରମ୍ଭ ସିନା ଜୀବନ
ଅଭିଜ୍ଞତାର ଘରଟା କିନ୍ତୁ
ଥାଏ ଶୂନ ମହାଶୂନ।

ଜୀବନ ଟା ଯହିଁ ଅର୍ଥହୀନ
ମଣିଷ ତା କରଇ ଲିଖନ
ଭାଗ୍ୟ ଖେଳୁଥାଏ ସିନା ଲୁଚକାଳି
ଏଇ ତ ବାସ୍ତବ ଜୀବନ।

ବିଶ୍ୱେଶ୍ୱର ମାଝୀ

 771 total views,  1 views today

22 thoughts on “*ଜୀବନ-ବିଶ୍ୱେଶ୍ୱର ମାଝୀ*

  1. Hello my loved one! I want to say that this article is amazing, great written and include approximately all significant infos. I would like to look extra posts like this .

  2. Having read this I thought it was extremely enlightening. I appreciate you finding the time and energy to put pasaran togel online resmi this article together. I once again find myself spending way too much time both reading and leaving comments

Leave a Reply

Your email address will not be published. Required fields are marked *