ବିସ୍କୁଟ
——————–
ଶ୍ରୀପଦ୍ମନ ରଣା
ଚାଟୁ ସାହୁକାର ମନ୍ତ୍ରୀଙ୍କ ଆଦର
ଧନୀ ଠୁ ଗରିବ ସଭିଙ୍କ ଵେଭାର ।
ଶିଶୁ ଅବା ବୃଦ୍ଧ ରୋଗୀ ଚୌକିଦାର
ପୁରେ ପୁରେ ହୁଏ ବିସ୍କୁଟ ବେଭାର ।।
ପୁଷ୍ଟିକର ସେଜେ ସ୍ୱାସ୍ଥ୍ୟେ ହିତକର
କୁପୋଷଣ ଛାଡ଼ି ପଲାଏ ଦୂର ।
ବନ୍ୟା ବାତ୍ୟା କାଳେ ଭୋକିଲା ପେଟର
ପାଟିରେ ଲାଗିଲେ କ୍ଷୁଧା ହୁଏ ଦୂର।।
ମହଙ୍ଗା ସସ୍ତାରେ ନ’ଥାଏ ଭେଦ
ସୁବୁ ଦୋକାନରେ ସେ ଉପସ୍ଥିତ ।
ସୁସ୍ୱାଦିଷ୍ଟ ନାମେ ସବୁଠି ପ୍ରିୟ
ଜନମେ ଜନମେ ବିଜ୍ଞାନ ଜୟ।।
ଓଜନ ହାଳକା ଅତ୍ୟନ୍ତ ଚାହିଦା
ପକେଟେ ପୁରାନ୍ତି କରିଣ ସଉଦା ।
ଅତିଥି ସ୍ୱାଗତେ ବିସ୍କୁଟ ଟି ସଜା
ବିସ୍କୁଟ ଖାଇବାରେ ସବୁଠୁ ମଜା ।।
ଶ୍ରୀପଦ୍ମନ ରଣା