ମା ଦୁର୍ଗା
*****************
ସ୍ୱାଗତିକା ସାହୁ
*******************
ସ୍ବପ୍ନଗନ୍ଧା ଋତୁସ୍ନାତା ଶରତର,ସ୍ନିଗ୍ଧ ଛୁଆଁରେ
ମାଟିର ମିଠା ସୁଗନ୍ଧେ ଆଗମନିର ବାର୍ତ୍ତା ନେଇ ଆସ
ହେ ମହୀ ଭରା ହରି ବିଶ୍ୱପାଳିନୀ
ରସା ଭୁଷା ଯୋଷା ବର ବର୍ଣ୍ଣିନୀ
ଦୃଷ୍ଟ ଶକ୍ତି ଅନ୍ତକରି ତୁମେ ଅନାଦି ଅନନ୍ତ
କୋଠର କର୍ମବେଦୀକାର ନେଇ ଆତ୍ମ ଆହୁତି
ରେଣୁ ରେଣୁ ରେ ତୁମେ ବିରାଜିତ
ମୃଣ୍ମୟି ମେଦରେ ବାଉଁଶ ଛାଞ୍ଚର ଚକମକ ଲେପ ରଙ୍ଗ
ଢୋଲ କାହାଳୀର ମନ୍ତ୍ରରେ ଗୁଞ୍ଜରି ସିଦ୍ଧିରୂପା ଉପଚାର
ଷଡ଼ଯନ୍ତ୍ରକୁ ଖଣ୍ଡିତ କର ମାତା ଦଶଭୁଜା
ଦଶାସ୍ତ୍ର ବିଭୂଷିତା ତୁ ଜିତେନ୍ଦ୍ରୀୟା
ପାଷାଣ ନୋହିଲେ ତୋ ଜୀବନ୍ତ ରୂପ ରଚିଯିବ ହାହାକାର
ବୃଷାସନ ପ୍ରିୟା ବିଶ୍ୱ ମୋହିନୀ
ତନୁ ଖେଳେ ପଦ୍ମରାଜି
ଚୂର୍ଣ୍ଣ କୁନ୍ତଳ ମଥା ସିଂହ କଟି ତୁମ
ମହା ଯୋଗୀ ଢଙ୍ଗ ଅନ୍ତର ଉତ୍ତଙ୍ଗା ମହିଷାସୁର ମର୍ଦ୍ଧିନି
ଦେବଙ୍କ ଅଗ୍ନି ଜ୍ଜ୍ଵାଳେ ହୋଇଲୁ ତୁ ଜାତ
ଆଲିଙ୍ଗନ ଫଶେ ବାନ୍ଧି ଆତ୍ମାକୁ କରୁ ବିମୁକ୍ତ
କ୍ରୋଧାନଳେ ଭସ୍ମକରୁ ପାପୀଙ୍କୁ ସଂହାରୀ
ଦଶହରା ଦେବୀ ହେ ଖଣ୍ଡା ଖର୍ପି ଧରିଣୀ
ଝଲସ ପୂର୍ଣ୍ଣ ଯୌବନରେ ବିମଣ୍ଡିତ ହୋଇ
ଶାରଦ ବର୍ଣ୍ଣାଳି ଚୋରା ଚାଇତାଳି ହେ
ଯୁଗେ ଯୁଗେ ସନ୍ତାନର ତୁମେ
ସ୍ୱର୍ଗ,ଶିକ୍ଷା,ଦୀକ୍ଷା,ସମୀକ୍ଷାର ମୁଳପିଣ୍ଡ
ମୋ ବୃଦ୍ଧି ବିକାଶର ତୁମେ ତ ସୂତ୍ରଧର !!!
ପରିକଳ୍ପନାର ଇପ୍ସିତ ନକ୍ସା…
ଆକଳନ,ଅବର୍ଣ୍ଣନୀୟ,ଅମାପ
ତୁମ କର୍ମ,ତ୍ୟାଗ,ନିଷ୍ଠା
କାଶତଣ୍ଡି ଫୁଲ ଆଜି ଗୁମୁରି କାନ୍ଦଇ
କାହିଁ ଶୁବୁନି ଦେବୀ ଆବାହନ ଘଣ୍ଟି
ଆଜି ଅ ଧାରା ଶୁଭେ କ୍ରନ୍ଦନର ରୋଳ
ଖାଲି ମରଣର ଆନୁଗତ୍ୟ
ମହାମାରୀ କୋରନାର ଉଗ୍ର କରାଳ ରୂପ
ମନକୁ ପୂର୍ଣ୍ଣତା ରେ ଭରିଦିଅ
ଶୁଭ୍ର ଶୋଭା କୋମଳ ସ୍ପର୍ଶରେ
ତୁମଠାରେ କରେ ମୁଁ ନିର୍ଲଭା ଆତ୍ମସମର୍ପଣ।
ସ୍ୱାଗତିକା ସାହୁ
Hey! I know this is kinda off topic but I’d figured I’d
ask. Would you be interested in exchanging links or maybe guest authoring
a blog post or vice-versa? My blog covers a lot
of the same subjects as yours and I think we could greatly benefit from each other.
If you happen to be interested feel free to send me an e-mail.
I look forward to hearing from you! Great blog by the way!
Also visit my web site special
This is my first time pay a visit at here and i am genuinely happy to read everthing at one place.
Here is my blog; tracfone 2022
Fantastic blog article.Much thanks again. Really Great.
Very neat post. Really Great.
Thanks so much for the article post.Thanks Again. Will read on…
Im grateful for the article post. Fantastic.
I am so grateful for your article post.Much thanks again. Awesome.
stromectol tablets ivermectin 1 – ivermectin human
When I originally commented I clicked the “Notify me when new comments are added” checkbox and now each time a comment is added I get three e-mails with the same comment. Is there any way you can remove people from that service? Cheers!
Very neat blog. Really Cool.
I think this is a real great article. Awesome.
chloroquine tab coronavirus treatment news choloquine
ivermectina bula ivermectin for humans for sale Loading…
Thanks-a-mundo for the blog post.Really looking forward to read more. Much obliged.
Hello there! Do you know if they make any plugins tohelp with Search Engine Optimization? I’m trying to get my blog to rank for sometargeted keywords but I’m not seeing very good success.If you know of any please share. Thanks!
the long run and they ends up quitting our times stolen by those
I read this post fully about the comparison of most recent and previous technologies,it’s remarkable article.
Thank you. I always wanted to know why I had a racing heart after drinking! Also I appreciate the history in your post x Aurie Asa Ferneau
I thought I was stalking the boy I love, but it turned out that the room was stalking me, I open immediately
I truly appreciate this blog article.Much thanks again. Will read on…
Your means of telling everything in this post is actually good, all be able to simply be aware of it, Thanksa lot.