January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ମା ଦୁର୍ଗା – ସ୍ୱାଗତିକା ସାହୁ*

ମା ଦୁର୍ଗା

*****************

ସ୍ୱାଗତିକା ସାହୁ

*******************

ସ୍ବପ୍ନଗନ୍ଧା ଋତୁସ୍ନାତା ଶରତର,ସ୍ନିଗ୍ଧ ଛୁଆଁରେ

ମାଟିର ମିଠା ସୁଗନ୍ଧେ ଆଗମନିର ବାର୍ତ୍ତା ନେଇ ଆସ

ହେ ମହୀ ଭରା ହରି ବିଶ୍ୱପାଳିନୀ

ରସା ଭୁଷା ଯୋଷା ବର ବର୍ଣ୍ଣିନୀ

ଦୃଷ୍ଟ ଶକ୍ତି ଅନ୍ତକରି ତୁମେ ଅନାଦି ଅନନ୍ତ

କୋଠର କର୍ମବେଦୀକାର ନେଇ ଆତ୍ମ ଆହୁତି

ରେଣୁ ରେଣୁ ରେ ତୁମେ ବିରାଜିତ

ମୃଣ୍ମୟି ମେଦରେ ବାଉଁଶ ଛାଞ୍ଚର ଚକମକ ଲେପ ରଙ୍ଗ

ଢୋଲ କାହାଳୀର ମନ୍ତ୍ରରେ ଗୁଞ୍ଜରି ସିଦ୍ଧିରୂପା ଉପଚାର

ଷଡ଼ଯନ୍ତ୍ରକୁ ଖଣ୍ଡିତ କର ମାତା ଦଶଭୁଜା

ଦଶାସ୍ତ୍ର ବିଭୂଷିତା ତୁ ଜିତେନ୍ଦ୍ରୀୟା

ପାଷାଣ ନୋହିଲେ ତୋ ଜୀବନ୍ତ ରୂପ ରଚିଯିବ ହାହାକାର

ବୃଷାସନ ପ୍ରିୟା ବିଶ୍ୱ ମୋହିନୀ

ତନୁ ଖେଳେ ପଦ୍ମରାଜି

ଚୂର୍ଣ୍ଣ କୁନ୍ତଳ ମଥା ସିଂହ କଟି ତୁମ

ମହା ଯୋଗୀ ଢଙ୍ଗ ଅନ୍ତର ଉତ୍ତଙ୍ଗା ମହିଷାସୁର ମର୍ଦ୍ଧିନି

ଦେବଙ୍କ ଅଗ୍ନି ଜ୍ଜ୍ଵାଳେ ହୋଇଲୁ ତୁ ଜାତ

ଆଲିଙ୍ଗନ ଫଶେ ବାନ୍ଧି ଆତ୍ମାକୁ କରୁ ବିମୁକ୍ତ

କ୍ରୋଧାନଳେ ଭସ୍ମକରୁ ପାପୀଙ୍କୁ ସଂହାରୀ

ଦଶହରା ଦେବୀ ହେ ଖଣ୍ଡା ଖର୍ପି ଧରିଣୀ

ଝଲସ ପୂର୍ଣ୍ଣ ଯୌବନରେ ବିମଣ୍ଡିତ ହୋଇ

ଶାରଦ ବର୍ଣ୍ଣାଳି ଚୋରା ଚାଇତାଳି ହେ

ଯୁଗେ ଯୁଗେ ସନ୍ତାନର ତୁମେ

ସ୍ୱର୍ଗ,ଶିକ୍ଷା,ଦୀକ୍ଷା,ସମୀକ୍ଷାର ମୁଳପିଣ୍ଡ

ମୋ ବୃଦ୍ଧି ବିକାଶର ତୁମେ ତ ସୂତ୍ରଧର !!!

ପରିକଳ୍ପନାର ଇପ୍ସିତ ନକ୍ସା…

ଆକଳନ,ଅବର୍ଣ୍ଣନୀୟ,ଅମାପ

ତୁମ କର୍ମ,ତ୍ୟାଗ,ନିଷ୍ଠା

କାଶତଣ୍ଡି ଫୁଲ ଆଜି ଗୁମୁରି କାନ୍ଦଇ

କାହିଁ ଶୁବୁନି ଦେବୀ ଆବାହନ ଘଣ୍ଟି

ଆଜି ଅ ଧାରା ଶୁଭେ କ୍ରନ୍ଦନର ରୋଳ

ଖାଲି ମରଣର ଆନୁଗତ୍ୟ

ମହାମାରୀ କୋରନାର ଉଗ୍ର କରାଳ ରୂପ

ମନକୁ ପୂର୍ଣ୍ଣତା ରେ ଭରିଦିଅ

ଶୁଭ୍ର ଶୋଭା କୋମଳ ସ୍ପର୍ଶରେ

ତୁମଠାରେ କରେ ମୁଁ ନିର୍ଲଭା ଆତ୍ମସମର୍ପଣ।

 

ସ୍ୱାଗତିକା ସାହୁ

 792 total views,  2 views today

21 thoughts on “*ମା ଦୁର୍ଗା – ସ୍ୱାଗତିକା ସାହୁ*

  1. Hey! I know this is kinda off topic but I’d figured I’d
    ask. Would you be interested in exchanging links or maybe guest authoring
    a blog post or vice-versa? My blog covers a lot
    of the same subjects as yours and I think we could greatly benefit from each other.
    If you happen to be interested feel free to send me an e-mail.
    I look forward to hearing from you! Great blog by the way!

    Also visit my web site special

  2. When I originally commented I clicked the “Notify me when new comments are added” checkbox and now each time a comment is added I get three e-mails with the same comment. Is there any way you can remove people from that service? Cheers!

Leave a Reply

Your email address will not be published. Required fields are marked *