April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ନୀରବ ଦେବତା – ବୈଦ୍ୟନାଥ ମହାନ୍ତି*

ନୀରବ ଦେବତା
🙏🙏🙏🙏🙏🙏🙏🙏

 

ବୈଦ୍ୟନାଥ ମହାନ୍ତି

 

ତୁମ ନୀରବତା ସହିବା ପାଇଁକି
ନାହିଁ ମୋ ସାହସ ନାହିଁ ଶକତି
ପଦୁଟିଏ କୁହ ପରାଣ ଠାକୁର
ଅପରାଧୀ ଜାଣେ ନାହିଁ ଭକତି।

ଜନମ ଦେଇ ତୁ ଏକା ଛାଡ଼ି ଦେଇ
ରହିଲୁ ଛଳିଆ କେଉଁ ପୁରରେ,
ଯାହାକୁ ଭାବିଲି ଅତି ଆପଣାର
ସବୁ ଚାଲିଗଲେ ନିଜ ବାଟରେ।

ଜଣା ଅଜଣା ର ଖରା ଛାଇ ଖେଳ
କେତେବେଳେ ଆଣୁ ଚୋରାବସନ୍ତ,
ଆଶା ଭରସା ର ସେତୁ ବାନ୍ଧୁ ବାନ୍ଧୁ
ଶୁଭ ଯାହା ରାମ ନାମ ଟି ସତ୍ୟ।

ଅମା ଅନ୍ଧାର ର ଗମ୍ଭିରା ଭିତରେ
ତୁମେ ଥିଲ ଏକା ଜୀବନସାଥି,
ଆଲୋକ ଦେଖାଇ ରହିଗଲେ କାହିଁ
ଝୁରି ମରେ ମନ କି ଦିନ ରାତି।

ଶୁଣିଲି ସତରେ ଅଛୁ କି ଅନ୍ତ ରେ
ଅନ୍ତ କରିଦେ ଏ ଅଲୋଡ଼ା ଜୀବ,
ଜୀବନ ରେ ଥାଇ ନ ମିଳିଲେ ଶିବ
ଜୀବନ ନୁହେଁ ଏ ଜୀଅନ୍ତା ଶବ।

 ବୈଦ୍ୟନାଥ ମହାନ୍ତି

Loading

7 thoughts on “*ନୀରବ ଦେବତା – ବୈଦ୍ୟନାଥ ମହାନ୍ତି*

  1. I’m amazed, I must say. Rarely do I come across a blog that’s both educative and amusing, and without a doubt, you have hit the nail on the head.
    The issue is something not enough men and women are speaking intelligently about.
    I am very happy that I found this during my search for something
    concerning this.

  2. Howdy I am so glad I found your weblog, I really found you by accident, while
    I was browsing on Google for something else, Regardless I
    am here now and would just like to say many thanks for a tremendous post and a all round entertaining blog (I also love the theme/design), I don’t
    have time to read through it all at the moment but I
    have saved it and also included your RSS feeds, so when I have time I will
    be back to read much more, Please do keep up the
    awesome job.

  3. Hmm is anyone else encountering problems with
    the images on this blog loading? I’m trying to find
    out if its a problem on my end or if it’s the blog.
    Any responses would be greatly appreciated.

  4. ସୁନ୍ଦର ଭାବଗର୍ଭକ ପ୍ରସ୍ତୁତି।

Leave a Reply to ପାରସ ମହାନ୍ତି Cancel reply

Your email address will not be published. Required fields are marked *