March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*କାହିଁକି କରିବି ଦୁଃଖ – ସୀମାଞ୍ଚଳ ପଣ୍ଡା*

***** *କାହିଁକି କରିବି ଦୁଃଖ* *****

*****************

ସୀମାଞ୍ଚଳ ପଣ୍ଡା

***********

 

କାହିଁକି  କରିବି   ଦୁଃଖ  ମହାପ୍ରଭୁ

କିସ ମୋ’ଅଛି ଅଭାବ?

କିସ ମୋର ହେବ କୁବେର ସମ୍ପଦ

ତୁମଠାରେ ଥାଉଭାବ।

 

ଯେତେଦେଉଥିବ ସେତେଚାହୁଁଥିବି

ପ୍ରସାଦ  କେ ନଚାହିଁବ?

ତବ  ପରସାଦେ  ରହିବି  ଆନନ୍ଦେ

ଯେତେ ଦିନ ଭାବ ଥିବ,

ଭାବରେ   ତୁମର   ସବୁ  ଭରପୁର

ଆଉ  କି   ଅଧିକ ସୁଖ?

କାହିଁକି  କରିବି   ଦୁଃଖ   ମହାପ୍ରଭୁ

କିସ ମୋ’ ଅଛି ଅଭାବ?

 

ତୁମ  ଦରବାରେ  ଅଛି  ସରାଗରେ

ସବୁ  ଜାଣି   କର  ଭରି,

ଦୁଃଖବୋଲି ଯାହାଭାଳେ ବିଶ୍ୱନାହା

ସୁଖକୁ   ଦିଅ   ବିଚାରି।

 

ନିକିତି    ତଉଲ    କରି   ସମତୁଲ

ନ ବିଚାର    ସାନ  ବଡ଼,

ଦୁଃଖ ଦେଲେ ପୁଣି ସୁଖଦେବ ଆଣି

କର୍ମ ଫଳ ହେବ  ଛାଡ଼?

କର୍ମରେ    ଜଗତ   ହୁଏ  ଆତଯାତ

ପାପ ପୁଣ୍ୟେ ଭବଭୋଗ,

କିସ  ମୋର  ହେବ କୁବେର ସମ୍ପଦ

ତୁମ  ଠାରେ ଥାଉ ଭାବ।

 

ଦୁଃଖ ମୋର  କାଳ ପାପ କର୍ମ ଫଳ

କେ ଆଉ  କରିବ ଭୋଗ?

କାହିଁକି    କରିବି  ଦୁଃଖ, ‘ସୁଖଦୁଃଖ’

ନିଜ କର୍ମ  ଫଳ  ଯୋଗ।

 

***************************

 

ସୀମାଞ୍ଚଳ ପଣ୍ଡା

***************************

Loading

8 thoughts on “*କାହିଁକି କରିବି ଦୁଃଖ – ସୀମାଞ୍ଚଳ ପଣ୍ଡା*

  1. Greetings! This is my first visit to your blog! We are a group of volunteers and starting a new initiative in a community in the same niche.Your blog provided us beneficial information to work on. Youhave done a wonderful job!

  2. This is a very good tip particularly to those fresh to the blogosphere. Simple but very precise informationÖ Appreciate your sharing this one. A must read article!

Leave a Reply to more details Cancel reply

Your email address will not be published. Required fields are marked *