February 01, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*କାହିଁକି କରିବି ଦୁଃଖ – ସୀମାଞ୍ଚଳ ପଣ୍ଡା*

***** *କାହିଁକି କରିବି ଦୁଃଖ* *****

*****************

ସୀମାଞ୍ଚଳ ପଣ୍ଡା

***********

 

କାହିଁକି  କରିବି   ଦୁଃଖ  ମହାପ୍ରଭୁ

କିସ ମୋ’ଅଛି ଅଭାବ?

କିସ ମୋର ହେବ କୁବେର ସମ୍ପଦ

ତୁମଠାରେ ଥାଉଭାବ।

 

ଯେତେଦେଉଥିବ ସେତେଚାହୁଁଥିବି

ପ୍ରସାଦ  କେ ନଚାହିଁବ?

ତବ  ପରସାଦେ  ରହିବି  ଆନନ୍ଦେ

ଯେତେ ଦିନ ଭାବ ଥିବ,

ଭାବରେ   ତୁମର   ସବୁ  ଭରପୁର

ଆଉ  କି   ଅଧିକ ସୁଖ?

କାହିଁକି  କରିବି   ଦୁଃଖ   ମହାପ୍ରଭୁ

କିସ ମୋ’ ଅଛି ଅଭାବ?

 

ତୁମ  ଦରବାରେ  ଅଛି  ସରାଗରେ

ସବୁ  ଜାଣି   କର  ଭରି,

ଦୁଃଖବୋଲି ଯାହାଭାଳେ ବିଶ୍ୱନାହା

ସୁଖକୁ   ଦିଅ   ବିଚାରି।

 

ନିକିତି    ତଉଲ    କରି   ସମତୁଲ

ନ ବିଚାର    ସାନ  ବଡ଼,

ଦୁଃଖ ଦେଲେ ପୁଣି ସୁଖଦେବ ଆଣି

କର୍ମ ଫଳ ହେବ  ଛାଡ଼?

କର୍ମରେ    ଜଗତ   ହୁଏ  ଆତଯାତ

ପାପ ପୁଣ୍ୟେ ଭବଭୋଗ,

କିସ  ମୋର  ହେବ କୁବେର ସମ୍ପଦ

ତୁମ  ଠାରେ ଥାଉ ଭାବ।

 

ଦୁଃଖ ମୋର  କାଳ ପାପ କର୍ମ ଫଳ

କେ ଆଉ  କରିବ ଭୋଗ?

କାହିଁକି    କରିବି  ଦୁଃଖ, ‘ସୁଖଦୁଃଖ’

ନିଜ କର୍ମ  ଫଳ  ଯୋଗ।

 

***************************

 

ସୀମାଞ୍ଚଳ ପଣ୍ଡା

***************************

 247 total views,  1 views today

8 thoughts on “*କାହିଁକି କରିବି ଦୁଃଖ – ସୀମାଞ୍ଚଳ ପଣ୍ଡା*

  1. Greetings! This is my first visit to your blog! We are a group of volunteers and starting a new initiative in a community in the same niche.Your blog provided us beneficial information to work on. Youhave done a wonderful job!

  2. This is a very good tip particularly to those fresh to the blogosphere. Simple but very precise informationÖ Appreciate your sharing this one. A must read article!

Leave a Reply

Your email address will not be published. Required fields are marked *