April 16, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଶରତ ଆସିଛି-ଜଗଦୀଶ ଶତପଥୀ*

ଶରତ ଆସିଛି

ଜଗଦୀଶ ଶତପଥୀ

*********************************

ଶରତ ଆସିଛି,ଫୁଲ ବି ଆଣିଛି

କାଶତଣ୍ଡୀ କହେ କଥା।

ଜୀବନ ମରୁଛି, ଆୟୁଷ ସରୁଛି

ତେଲ ଲୁଣ ଦିଏ ବ୍ୟଥା।

 

ମାଆ ଆସୁଛନ୍ତି ସିଂହ ବାହନ ରେ

ବାମନ ବେଶରେ ମହୀ କୁ।

ମହିଷାସୁର ଯେ ଦଶଫୁଟ ଲମ୍ବ

ତ୍ରିଶୂଳ ପାଏନା ଛାତି କୁ।

 

ସୋରିଷ ର ଖେତ ହଳଦୀ ରଙ୍ଗ ଲୋ

ଭ୍ରମଣ କରିବା ଆସ।

ଲକ୍ଷ୍ମୀ ସାଆନ୍ତାଣୀ, ପାଟ ମହାରାଣୀ

ଚଉଦିଗେ ଖାଲି ବାସ।

 

ଶରତ ଆସିବ, ଫୁଲ ବି ଫୁଟିବ

ଵାଜୁଥିବ ଖାଲି ବାଜା।

ସରପଂଚ ଆମ ଟିପଟିଏ ନେଇ

ଦେଖୁଥିବ ଖାଲି ମଜା।

 

ସଂରକ୍ଷଣ ଏଠି କୁକୁର ବିଲୁଆ

ଖାଇଯିବେ ଯେତେ ମଢ।

ଯମ ରାଜାଙ୍କର ଚମ ଦଉଡି ଟି

ଖାଲି ଦେଖୁଥିବ ଭିଡ଼।

 

ସରବେ ହୋଇବେ ଏକାକାର ଏଠି

ଶରତ ଖୋଜିବ ମୂଲ।

କାଗଜ ର ଫୁଲ ଭାରି ଶସ୍ତା ଏଠି

ଅଟେ ସେ ଅମୂଲ ମୂଲ।

 

ଜଗଦୀଶ ଶତପଥୀ

Loading

3 thoughts on “*ଶରତ ଆସିଛି-ଜଗଦୀଶ ଶତପଥୀ*

  1. My brother recommended I would possibly like this blog. He was once entirely right. This post actually made my day. You can not consider just how so much time I had spent for this info! Thanks!

Leave a Reply

Your email address will not be published. Required fields are marked *