March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ମାନବିକତା–ଶ୍ୱେତପଦ୍ମା ପ୍ରଧାନ*

– #ମାନବିକତା

ମାନବ ଜାତୀର ବିକାଶର ମୂଳେ
ଛପା ଯେ ମାନବିକତା
ଦୃଢ଼ ମନୋଭାବ ମଧୁର ସମ୍ପର୍କେ
ବନ୍ଧା ତ ସର୍ବ ଜନତା।

ସହି ପାରେନା କା କଷ୍ଟ ଓ ବ୍ୟଥାକୁ
ଦୟା କ୍ଷମା ଯୁକ୍ତ ମାନବ
ଲୁହ ପୋଛି ମନେ ସାହାସ ଜଗାଏ
ଏତ ମାନବିକତାର ତତ୍ତ୍ବ।

ଭରି ମନେ ସ୍ନେହ ମମତା ଆଦର
ସୁଖେ ଦୁଃଖେ ଭାଗି ହ୍ୱନ୍ତି
ବିପଦେ ଆପଦେ ଜଣେ ଜଣକର
ସହଯୋଗ ତ କରନ୍ତି।

ମାନବିକତାର ମୂଲ୍ୟବୋଧରେ
ହୋଇ ବ୍ଯକ୍ତି ଅନୁପ୍ରାଣିତ
ମାନବ ସଭ୍ୟତାକୁ କରି ପରିବର୍ତ୍ତନ
କରିଥାଏ ତାକୁ ଉନ୍ନତ।

ଆଗରୁ ନଥିଲା ମଣିଷ ମନରେ
ଛନ୍ଦ କପଟ ମିଥ୍ଯା ବିଦ୍ୱେଷ
ଏବେ ଏସୁଗୁଣ କମାଇ ନିଜକୁ
ଆଧୁନିକେ କରେ ନିବେଶ।

ଶ୍ୱେତପଦ୍ମା ପ୍ରଧାନ।
ନରସିଂହପୁର,କଟକ।

Loading

5 thoughts on “*ମାନବିକତା–ଶ୍ୱେତପଦ୍ମା ପ୍ରଧାନ*

  1. We’re a group of volunteers and starting a new scheme in our community.
    Your website provided us with valuable information to work on. You’ve done
    an impressive job and our whole community will be thankful to you.

  2. I’m not that much of a online reader to be honest but your sites really nice, keep it up!
    I’ll go ahead and bookmark your website to come
    back later. All the best

  3. Heya i am for the first time here. I came across this board and I
    find It truly useful & it helped me out a lot. I hope to give something back and aid others like you helped me.

Leave a Reply to Everett Cancel reply

Your email address will not be published. Required fields are marked *