January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ମାନବିକତା–ଶ୍ୱେତପଦ୍ମା ପ୍ରଧାନ*

– #ମାନବିକତା

ମାନବ ଜାତୀର ବିକାଶର ମୂଳେ
ଛପା ଯେ ମାନବିକତା
ଦୃଢ଼ ମନୋଭାବ ମଧୁର ସମ୍ପର୍କେ
ବନ୍ଧା ତ ସର୍ବ ଜନତା।

ସହି ପାରେନା କା କଷ୍ଟ ଓ ବ୍ୟଥାକୁ
ଦୟା କ୍ଷମା ଯୁକ୍ତ ମାନବ
ଲୁହ ପୋଛି ମନେ ସାହାସ ଜଗାଏ
ଏତ ମାନବିକତାର ତତ୍ତ୍ବ।

ଭରି ମନେ ସ୍ନେହ ମମତା ଆଦର
ସୁଖେ ଦୁଃଖେ ଭାଗି ହ୍ୱନ୍ତି
ବିପଦେ ଆପଦେ ଜଣେ ଜଣକର
ସହଯୋଗ ତ କରନ୍ତି।

ମାନବିକତାର ମୂଲ୍ୟବୋଧରେ
ହୋଇ ବ୍ଯକ୍ତି ଅନୁପ୍ରାଣିତ
ମାନବ ସଭ୍ୟତାକୁ କରି ପରିବର୍ତ୍ତନ
କରିଥାଏ ତାକୁ ଉନ୍ନତ।

ଆଗରୁ ନଥିଲା ମଣିଷ ମନରେ
ଛନ୍ଦ କପଟ ମିଥ୍ଯା ବିଦ୍ୱେଷ
ଏବେ ଏସୁଗୁଣ କମାଇ ନିଜକୁ
ଆଧୁନିକେ କରେ ନିବେଶ।

ଶ୍ୱେତପଦ୍ମା ପ୍ରଧାନ।
ନରସିଂହପୁର,କଟକ।

 1,008 total views,  3 views today

5 thoughts on “*ମାନବିକତା–ଶ୍ୱେତପଦ୍ମା ପ୍ରଧାନ*

  1. We’re a group of volunteers and starting a new scheme in our community.
    Your website provided us with valuable information to work on. You’ve done
    an impressive job and our whole community will be thankful to you.

  2. I’m not that much of a online reader to be honest but your sites really nice, keep it up!
    I’ll go ahead and bookmark your website to come
    back later. All the best

  3. Heya i am for the first time here. I came across this board and I
    find It truly useful & it helped me out a lot. I hope to give something back and aid others like you helped me.

Leave a Reply

Your email address will not be published. Required fields are marked *