March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଆଜିର ମଣିଷ – ସଂଯୁକ୍ତା ସାହୁ*

ଆଜିର ମଣିଷ

ସଂଯୁକ୍ତା ସାହୁ

~~~~~~~

ଜୀବନ ମରଣ ଭିତରେ ସେଇ

ମଣିଷ ଏକ ଶାଶ୍ୱତ ମହାସିଡି

ଜନ୍ମ ମରଣର ମହାକାଳ ଆଖି

ଦିନେ ନା ଦିନେ ମୋୖସୁମୀ ଆସିବ

ଢ଼ାଙ୍କି ହୋଇଥିବା ବାଦଲଖଣ୍ଡ ସବୁ

ଦିନେ ଵୋହିଯିବ ବର୍ଷାପାଣି ହୋଇ

ତଳକୁ ତଳକୁ ଜମା ଅଟକିବ ନାହିଁ

ନା ଥିବ ମଣିଷର ପ୍ରତାରଣାର ଛାଇ

ନା ଥିବ ମହାନତାର ଅହଂକାର

ନା ଥିବ ତୁମର ଅର୍ଜିତ ପୁଞ୍ଜିଭୁତ

ନା ସାମ୍ରାଜ୍ୟର ବିଶାଳ କାୟା

ସବୁ ଝଡ଼ିଯିବ ସମୟର କରାଳରେ

କିନ୍ତୁ ଆଜିର ମଣିଷ ବୁଝୁନାହିଁ କିଛି

ତା’ର କରୁଣାର ମେଘ ଉଭେଇଯାଉଛି

ହଜିଯାଉଛି ପ୍ରେମ,ସ୍ନେହଁ,ମଧୁରତା

ରକ୍ତରେ ଚହଲି ଉଠୁଛି ବିକ୍ଷୋଭର ଢେଉ

କୁଣ୍ଡଳାୟିତ ହେଉଛି ତା’ର ଗୁଣସୂତ୍ର

ଖାଲି ଅଧିକାର କରିବା ଇଛାରେ

ନାହିଁ ସେଇ ତ୍ୟାଗ ଆଉ ମହାନତା

ଖାଲି ନିଜ ସ୍ୱାର୍ଥରେ ଅନ୍ଧ ହୋଇ

ବାଟ ହୁଡ଼ି ଚାଲୁଅଛି ବାରମ୍ବାର

ନିଜର କର୍ତ୍ତବ୍ୟକୁ ପୁରା ଭୁଲିଯାଇଛି

ମଣିଷ ପଣିଆକୁ ପଛ କରିଚାଲିଛି

ମଣିଷରୁ ପଶୁ ବି ପାଲଟିଯାଉଛି

ନିଜର ହିତାହିତ ଜ୍ଞାନ ଭୁଲିଯାଉଛି

ନିଜର ଜନ୍ମଦାତା,ରକ୍ତକୁ ଚିହ୍ନୁନି

ଏଇ ହେଉଛି ଆଜିର ମଣିଷ ପଣିଆ ।

 

ସଂଯୁକ୍ତା ସାହୁ

 

Loading

31 thoughts on “*ଆଜିର ମଣିଷ – ସଂଯୁକ୍ତା ସାହୁ*

  1. This is a really good tip particularly to those fresh to the blogosphere. Simple but very precise information… Appreciate your sharing this one. A must read post!

  2. I’m no longer certain where you are getting your
    information, however great topic. I must spend a while finding out more or working out
    more. Thanks for excellent info I was searching for this info for my
    mission.

  3. We absolutely love your blog and find many of your post’s to be what precisely I’m looking
    for. Would you offer guest writers to write content
    to suit your needs? I wouldn’t mind publishing a post
    or elaborating on a few of the subjects you write in relation to here.
    Again, awesome website!

  4. I do not even know the way I finished up here, but I assumed this
    submit used to be good. I don’t recognise who you might be but definitely you are going to a famous blogger should you are not already.
    Cheers!

  5. I’d need to examine with you here. Which isn’t something I often do! I get pleasure from studying a post that can make people think. Additionally, thanks for permitting me to comment!

  6. Hey! I know this is kind off off topic but I was wonderfing iif you knew where I could locate a captcha plugin for my commentform? I’m using the same blog platform ass yours andI’m having problems finding one? Thanks a lot!

  7. Hey terrific website! Does running a blog similar to
    this require a great deal of work? I’ve virtually no understanding
    of coding but I had been hoping to start my own blog in the near
    future. Anyways, should you have any recommendations or techniques for new
    blog owners please share. I know this is off subject but I just
    had to ask. Appreciate it!

  8. My brother recommended I would possibly like this blog.He was once entirely right. This put up actually made my day.You cann’t imagine simply how much time I had spentfor this information! Thank you!

Leave a Reply to criminal law web site Cancel reply

Your email address will not be published. Required fields are marked *