March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଟିପେ ପୃଥିବୀର ମୋହ – ସରୋଜ କୁମାର ସାହୁ*

 

ଟିପେ ପୃଥିବୀର ମୋହ

ସରୋଜ କୁମାର ସାହୁ

****//****//****//****//****

ସତ୍ୟର ଆକଟ ଅସତ୍ୟର ଖେଳ

ମାୟା ବନ୍ଧନର ଭାର,

ଦୋଦୂଲ୍ୟମାନ ଏ ଜୀବନର ଗତି

ବିବେକ କରେ ବିଚାର ।।

 

ସଙ୍କଟରେ ହରି ହରି ଡାକ ଛାଡେ

ସ୍ୱାର୍ଥରେ ସାଉଁଟା ମନ ,

ସ୍ବାର୍ଥ ସରିଗଲେ କିଏ ବା କାହାର

ସବୁ ମିଥ୍ୟା ପ୍ରଭଞ୍ଜନ ।।

 

ମାଆଙ୍କୁ ଛାଡିଲୁ ବାପାଙ୍କୁ ଭୁଲିଲୁ

ଅଜା ଆଈ ସାତପର,

କନ୍ୟା ସନ୍ତାନକୁ ଗର୍ଭରେ ମାରିଲୁ

ବଦଳିଲା ବ୍ୟବହାର ।।

 

ପଥରକୁ ପୂଜୀ ଯେଉଁ ନର ଦିନେ

ପାଉଥିଲା ଆତ୍ମତୃପ୍ତି,

ମନ୍ଦିର ନାଆଁରେ ଆତ୍ମସାତ କରି

ଦେଖାଉଛି ଶ୍ରଦ୍ଧା,ଭକ୍ତି ।।

 

ଆଚରଣ ଯେବେ ଉଚ୍ଚାରଣେ ଥିବ

ଶାନ୍ତି ହେବେ ନବଗ୍ରହ,

ସାର୍ଥକ ଜୀବନେ ନିଶ୍ଚୟ ବୁଝିବୁ

ଟିପେ ପୃଥିବୀର ମୋହ ।।

 

ସରୋଜ କୁମାର ସାହୁ

 

Loading

14 thoughts on “*ଟିପେ ପୃଥିବୀର ମୋହ – ସରୋଜ କୁମାର ସାହୁ*

  1. This particular blog is definitely entertaining and diverting. I have found a bunch of useful advices out of this amazing blog. I ad love to go back over and over again. Thanks a lot!

  2. Thanks for another informative blog. The place elsemay I am getting that kind of info written in such a perfect method?I have a project that I am simply now operating on, and I’ve been on the look outfor such info.

  3. I was recommended this blog by my cousin. I’m not sure whether this post is written by him as nobody else know such detailed about my problem. You are amazing! Thanks!

Leave a Reply to to learn more Cancel reply

Your email address will not be published. Required fields are marked *