*ଆୟୁର୍ବେଦ*
ସନାତନ ମହାକୁଡ
ଜୀବନ ବିଜ୍ଞାନ ଅଟେ ଆୟୁର୍ବେଦ
ଭାରତେ ଯାହା ଜନମ
ମୁନିଋଷିଙ୍କର ଅବଦାନ ଅଟେ
ଅତୀବ ତାହା ଉତ୍ତମ ।
ଗଛ ଲତାଙ୍କର ଚେର ଫୁଲ ଫଳ
ଡାଳ ପତ୍ର ଆଉ ମଂଜି
ଦେଇପାରେ ମୁକ୍ତି ରୋଗ ବଇରାଗୁ
ଭଙ୍ଗାହାଡ ଦିଏ ଖଞ୍ଜି ।
ଆମ୍ବ ନିମ୍ବ ବେଲ ତୁଳସୀ ସହିତ
ପୋଦିନା ଘିଇଁ କୁଆରୀ
ମଣିଷ ସେବାରେ ସର୍ବଦା ପ୍ରସ୍ତୁତ
ସାଜି ଜାଗ୍ରତ ପ୍ରହରୀ ।
ତ୍ରିଫଳା ହୁଅଇ ହରିଡା ବାହାଡା
ଅଁଳା ଇତିଆଦି ମିଶି
ବାତ ପିତ୍ତ କଫ ସମାନ କରନ୍ତି
ଲାଗିଣ ଦିବସ ନିଶି ।
ଟମାଟୋ ଡାଳିମ୍ବ କାକୁଡି କମଳା
ଲେମ୍ବୁରେ ରହିଛି ରସ
ସୂର୍ଯ୍ୟତାପ ଭଳି ଯେତିକି ନେଲେ ବି
କଦାପି ନ ହେବ ଶେଷ ।
ପିଆଜ ରସୁଣ ହଳଦୀ ସୋରିଷ
ଜିରା ମେଥି ଭୁରୁସୁଙ୍ଗ
ଗୋଲମରିଚ ଅଦା ଖଣ୍ଡ ମିଶିରି
ହେଙ୍ଗୁ ଅଳାଇଚ ଲବଙ୍ଗ ।
ଆମର ଭଉଣୀ ମାଆ ବୋହୂମାନେ
ରୋଷେଇ ଘର ଭିତରେ
ବଇଦ ସାଜିଣ ସଜାଇ ରଖନ୍ତି
ଅବେଳେ ଆସେ କାମରେ ।
ଆୟୁର୍ବେଦ ପରା ବେଦର ବିଜ୍ଞାନ
ଅଟେ ବହୁ ପୁରାତନ
ଚରକ ଶ୍ରୁଶ୍ରୁତ ପୃଥିବୀ ବିଖ୍ୟାତ
ଏହା ତାଙ୍କ ଅବଦାନ ।
****
ସନାତନ ମହାକୁଡ
It’s very straightforward to find out any topic on net as compared to books, as I found
this piece of writing at this web page.
Great blog! Is your theme custom made or did you download
it from somewhere? A theme like yours with a few simple adjustements would really make my
blog shine. Please let me know where you got your theme.
Many thanks
What’s up everybody, here every one is sharing these kinds of
experience, so it’s pleasant to read this webpage, and I used to go to see this website daily.
Good day! Do you know if they make any plugins to
help with Search Engine Optimization? I’m trying to get my blog
to rank for some targeted keywords but I’m not seeing very good gains.
If you know of any please share. Thank you!
WOW just what I was searching for. Came here by searching for website