May 21, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ମୁଠାଏ ଭାତ – ସଂଯୁକ୍ତା ସାହୁ*

ମୁଠାଏ ଭାତ

ସଂଯୁକ୍ତା ସାହୁ

~~~~~~

ପେଟର ଜ୍ବାଳା ଭାତ ମୁଠାଏ

ଶାନ୍ତ କରେ ଜନ୍ମ ଜନ୍ମାନ୍ତରେ

ନିଃସ୍ୱତାର ହାହାକାର ହୁଏ

ଭୋକର ଆଉଟପାଟରେ ।

ଦାରିଦ୍ର୍ୟର କଷାଘାତରେ

ଭାତ ମୁଠାଏ ପାଇଁ ଆକୁଳତା

ମନକୁ ଚାହଲାଇ ଦେଉଥାଏ

ଅଭାବର ଦୁଃଖର ବଗିଚାରେ ।

ମୁଠାଏ ଭାତର ଅଭାବରେ

ମୃତ୍ୟୁର ଭୟରେ ହୁଏ ସମାହିତ

ଭୋକ ମେଣ୍ଟାଇବାକୁ ରକ୍ତମୁଖା

ହୋଇ ଜଳୁଥାଏ ଅବିରତ ।

ପେଟ ଚାଖଣ୍ଡକର ଅସହ୍ୟ ଜ୍ବାଳା

ସହିବା ନୁହେଁ ସହଜ ଏତେ

ପେଟକୁ ଦାନା ଟିକିଏ ନ ଗଲେ

ବଞ୍ଚିବ ବା କେହି କେମନ୍ତେ ।

ସେଇ ଟିକକ ପାଇଁ ସର୍ବନାଶର

ତାଣ୍ଡବ ରଚିପାରେ ଭୋକିଲାଟି

କେମିତି ଆହାର ଯୋଗାଡ଼ କରିବ

ସିଏ ହିତାହିତ ଜ୍ଞାନ ଭୁଲିଯାଏଟି ।

ରକ୍ତମୁଖା ପାଲଟିଯାଏ ପେଟର

ଭୋକର ଭାତ ମୁଠାଏ ପାଇଁ

କେମିତି ସିଏ ମେଣ୍ଟାଇବ ଭୋକର

ତୃଷ୍ନା ସେତେବେଳେ ବୁଝିପାରେ ନାହିଁ ।

ଗରିବ ଲୋକଟିଏ ଯେ କେତେ ଦିନ

କେତେ ରାତି ଉପାସରେ ରୁହେ

ଭାତ ମୁଠାଏ ପାଇଁ ହନ୍ତସନ୍ତ ହୁଏ

ଆଖିରୁ ଲୁହ ଝର ଝର ବୁହେ ।

 

ସଂଯୁକ୍ତା ସାହୁ

Loading

5 thoughts on “*ମୁଠାଏ ଭାତ – ସଂଯୁକ୍ତା ସାହୁ*

  1. Your style is very unique compared to other people I have
    read stuff from. Thanks for posting when you’ve got the opportunity, Guess I’ll
    just bookmark this web site.

  2. Thanks for your marvelous posting! I quite enjoyed reading
    it, you can be a great author. I will always bookmark your blog and will often come back down the road.
    I want to encourage that you continue your great work,
    have a nice holiday weekend!

  3. Hello, Neat post. There is an issue with your site in web explorer, may test
    this? IE nonetheless is the market chief and a huge portion of people will leave out your excellent writing because of this problem.

  4. I was recommended this blog by my cousin. I’m not sure whether this post is
    written by him as nobody else know such detailed about my trouble.
    You’re amazing! Thanks!

Leave a Reply

Your email address will not be published. Required fields are marked *