October 27, 2021
11 11 11 AM
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
*Peace – Dr. Laxmikanta Dash*
*ସମୟ – ସୀମାଞ୍ଚଳ ପଣ୍ଡା*
*ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା*
*ଯଜ୍ଞଜା-ମମତା ଶତପଥୀ*
*ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*
*ମୁଠାଏ ଭାତ – ସଂଯୁକ୍ତା ସାହୁ*
*ଆମେ ଶୀତର ମିତ – ପ୍ରିୟମ୍ବଦା ରାଉତ*
Latest Post
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ* *ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana* *Peace – Dr. Laxmikanta Dash* *ସମୟ – ସୀମାଞ୍ଚଳ ପଣ୍ଡା* *ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା* *ଯଜ୍ଞଜା-ମମତା ଶତପଥୀ* *ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ* *ମୁଠାଏ ଭାତ – ସଂଯୁକ୍ତା ସାହୁ* *ଆମେ ଶୀତର ମିତ – ପ୍ରିୟମ୍ବଦା ରାଉତ*

*ନିଦାଘ ସଂଗୀତ—ସନ୍ତୋଷ କୁମାର ଅଟ୍ଟି*

##ନିଦାଘ ସଂଗୀତ#*

ଚାଷୀର ଆଖିରେ ନିଦାଘ ସଂଗୀତ
ଅସରା ଆବେଗ ତୋଳେ ,
କିଏ ବା ଶୁଣିବ ତାର ଆକୁଳତା
ନିଜେ ଶୁଣି ନିଜେ ଜଳେ ।।
ଶ୍ରାବଣକୁ ଦିନେ ମାଗିଲା ଭରସା
ପ୍ରତାରଣା ହେଲା ସାର ,
ରୈ।ଦ୍ରତାପେ କ୍ଷତ ଭୋକର ଭୂଗୋଳ
ଦିଶୁଛି ସେ ଫଟା ଗାର ।।
ଜଳ ନାହିଁ ଏଠି ଶ୍ୟାମଳ ପ୍ରାଣରେ
ଶୀତଳ ପରଶ ଲୋଡେ,
ଅବୁଝା କାହାଣୀ ବେସୁରା ମହ୍ଲାର
ନିଷ୍ଠୁର ତପନ ରଡେ ।।
କ୍ଷୁଧାର୍ତ୍ତ ସହର ତିଆରି ହେବକି
ଆଶାର ଆଶଙ୍କା ଚାହିଁ ,
ତୃଷିତ ଇଲାକେ ଜୀବନ ଜଳୁଛି
ଗ୍ରୀଷ୍ମର ଯାତନା ପାଇଁ ।।

ସନ୍ତୋଷ କୁମାର ଅଟ୍ଟି, Santosh Kumar Atti
Dist_Sundargarh
At/po_Kasada , Bonaigarh

 447 total views,  2 views today

Leave a Reply

Your email address will not be published. Required fields are marked *