March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଚାଲ ଯିବା କ୍ଷେତ ଆଡ଼େ – ସ୍ବର୍ଣ୍ଣରେଖା ପଣ୍ଡା*

ଚାଲ ଯିବା କ୍ଷେତ ଆଡ଼େ 

 

ସ୍ବର୍ଣ୍ଣରେଖା ପଣ୍ଡା

***********************

 

ଚାଲ ବୁଲିଯିବା କ୍ଷେତ ଆଡ଼େ

ସେଠି ସୁନାର ଫସଲ ଖେଳେ ॥

 

ଏଇ ମନ ମତୁଆଲା ହୁଏ

ତାର ଶ୍ୟାମଳିମା ମନ ମୋହେ ॥

 

ସୁନା ଫସଲେ ସ୍ବର୍ଣ୍ଣ କିରଣ

ଦିଶେ ସତେ କି ଫୁଲେଇ ମନ ॥

 

ତାର ସବୁଜିମା ଭରା କ୍ଷେତ

ମୋର ମନକୁ କରେ ଆୟତ୍ତ ॥

 

ଆଜି ହସୁଛି ଏଇ ଧରଣୀ

ସେ ତ ପିନ୍ଧି ସବୁଜ ଓଡଣୀ ॥

 

ବେଙ୍ଗ ବେଙ୍ଗୁଲି କରନ୍ତି ରାବ

ସାଧବ ବୋହୂ ବି ହୁଏ ସଜ ॥

 

କଳାରଙ୍ଗ ମେଘ ଆକାଶରେ

ଚଷା ଭାଇ ଗୀତ ଗାଏ ସୁରେ ॥

 

ବରଷାର ବିନ୍ଦୁ ପଡ଼େ ଖସି

କବରୀକୁ ଭିଜାଏ ମୋ ଆସି ॥

 

ବହୁଥାଏ ଶୀତଳ ସମୀର

ଲାଗେ ସତେ କି ପିୟୁଷ ଝର ॥

 

ଭାରୀ ଅଭିମାନୀ ଏ ଧରଣୀ

ଚୁପି ଚୁପି ଲାଜ ହସ ଟାଣି ॥

 

ଧାନ କିଆରୀ ସୁନ୍ଦର ଦିଶେ

ଅନୁଢା ବଧୂଟେ ପରି ହସେ ॥

 

ସେହି ସୁନାଝରା ତାର ହସ

ମୋର ମନରେ କରିଲା ବାସ ॥

 

ସ୍ବର୍ଣ୍ଣରେଖା ପଣ୍ଡା

 

Loading

14 thoughts on “*ଚାଲ ଯିବା କ୍ଷେତ ଆଡ଼େ – ସ୍ବର୍ଣ୍ଣରେଖା ପଣ୍ଡା*

  1. My brother recommended I may like this blog.He was totally right. This put up actually made my day.You cann’t imagine simply how so much time I had spent for this information!Thank you!Have a look at my blog post; forum.vkmoravia.cz

  2. Hello, i read your blog from time to time and i own a similar one and i was just curious if you get a lot of spam responses?

    If so how do you stop it, any plugin or anything you can recommend?
    I get so much lately it’s driving me insane so any help is
    very much appreciated.

  3. A fascinating discussion is worth comment. I think that you ought to publish more about this
    subject matter, it may not be a taboo subject but
    typically folks don’t discuss such topics. To the next!
    Many thanks!!

  4. I’ve been exploring for a bit for any high-quality articles or blog posts in this
    sort of house . Exploring in Yahoo I eventually
    stumbled upon this web site. Reading this information So
    i’m satisfied to exhibit that I’ve an incredibly just right uncanny feeling I found out just what I needed.
    I most surely will make sure to do not omit this site and provides it a look regularly.

  5. I have been browsing on-line more than 3 hours these days,
    but I by no means discovered any fascinating article like
    yours. It’s beautiful value sufficient for me.
    Personally, if all site owners and bloggers made just right content material as you probably did, the web can be much more
    useful than ever before.

  6. Hi RoDarrick!Well I’m glad you’ve finally realised what the competition parameter is for within Jaaxy – it’s probably the most important and unique function within the tool! 

Leave a Reply to nyc seo Cancel reply

Your email address will not be published. Required fields are marked *