February 04, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ଚାଲ ଯିବା କ୍ଷେତ ଆଡ଼େ – ସ୍ବର୍ଣ୍ଣରେଖା ପଣ୍ଡା*

ଚାଲ ଯିବା କ୍ଷେତ ଆଡ଼େ 

 

ସ୍ବର୍ଣ୍ଣରେଖା ପଣ୍ଡା

***********************

 

ଚାଲ ବୁଲିଯିବା କ୍ଷେତ ଆଡ଼େ

ସେଠି ସୁନାର ଫସଲ ଖେଳେ ॥

 

ଏଇ ମନ ମତୁଆଲା ହୁଏ

ତାର ଶ୍ୟାମଳିମା ମନ ମୋହେ ॥

 

ସୁନା ଫସଲେ ସ୍ବର୍ଣ୍ଣ କିରଣ

ଦିଶେ ସତେ କି ଫୁଲେଇ ମନ ॥

 

ତାର ସବୁଜିମା ଭରା କ୍ଷେତ

ମୋର ମନକୁ କରେ ଆୟତ୍ତ ॥

 

ଆଜି ହସୁଛି ଏଇ ଧରଣୀ

ସେ ତ ପିନ୍ଧି ସବୁଜ ଓଡଣୀ ॥

 

ବେଙ୍ଗ ବେଙ୍ଗୁଲି କରନ୍ତି ରାବ

ସାଧବ ବୋହୂ ବି ହୁଏ ସଜ ॥

 

କଳାରଙ୍ଗ ମେଘ ଆକାଶରେ

ଚଷା ଭାଇ ଗୀତ ଗାଏ ସୁରେ ॥

 

ବରଷାର ବିନ୍ଦୁ ପଡ଼େ ଖସି

କବରୀକୁ ଭିଜାଏ ମୋ ଆସି ॥

 

ବହୁଥାଏ ଶୀତଳ ସମୀର

ଲାଗେ ସତେ କି ପିୟୁଷ ଝର ॥

 

ଭାରୀ ଅଭିମାନୀ ଏ ଧରଣୀ

ଚୁପି ଚୁପି ଲାଜ ହସ ଟାଣି ॥

 

ଧାନ କିଆରୀ ସୁନ୍ଦର ଦିଶେ

ଅନୁଢା ବଧୂଟେ ପରି ହସେ ॥

 

ସେହି ସୁନାଝରା ତାର ହସ

ମୋର ମନରେ କରିଲା ବାସ ॥

 

ସ୍ବର୍ଣ୍ଣରେଖା ପଣ୍ଡା

 

 938 total views,  2 views today

14 thoughts on “*ଚାଲ ଯିବା କ୍ଷେତ ଆଡ଼େ – ସ୍ବର୍ଣ୍ଣରେଖା ପଣ୍ଡା*

  1. My brother recommended I may like this blog.He was totally right. This put up actually made my day.You cann’t imagine simply how so much time I had spent for this information!Thank you!Have a look at my blog post; forum.vkmoravia.cz

  2. Hello, i read your blog from time to time and i own a similar one and i was just curious if you get a lot of spam responses?

    If so how do you stop it, any plugin or anything you can recommend?
    I get so much lately it’s driving me insane so any help is
    very much appreciated.

  3. A fascinating discussion is worth comment. I think that you ought to publish more about this
    subject matter, it may not be a taboo subject but
    typically folks don’t discuss such topics. To the next!
    Many thanks!!

  4. I’ve been exploring for a bit for any high-quality articles or blog posts in this
    sort of house . Exploring in Yahoo I eventually
    stumbled upon this web site. Reading this information So
    i’m satisfied to exhibit that I’ve an incredibly just right uncanny feeling I found out just what I needed.
    I most surely will make sure to do not omit this site and provides it a look regularly.

  5. I have been browsing on-line more than 3 hours these days,
    but I by no means discovered any fascinating article like
    yours. It’s beautiful value sufficient for me.
    Personally, if all site owners and bloggers made just right content material as you probably did, the web can be much more
    useful than ever before.

  6. Hi RoDarrick!Well I’m glad you’ve finally realised what the competition parameter is for within Jaaxy – it’s probably the most important and unique function within the tool! 

Leave a Reply

Your email address will not be published. Required fields are marked *