March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଚାଲ ଯିବା କ୍ଷେତ ଆଡେ -ନିତ୍ୟାନନ୍ଦ ସିଂହ*

ଚାଲ ଯିବା କ୍ଷେତ ଆଡେ

 

ନିତ୍ୟାନନ୍ଦ ସିଂହ

******************************

ଗାଆଁ ସେ ପାଖରେ ଅଳପ ଦୂରରେ

କ୍ଷେତ ଆଡେ ଯିବା ମିତ ,,

ସବୁ ଚାଷୀ ଭାଇ ନିଜ କ୍ଷେତେ ଯାଇ

ଚାଷ କାର୍ଯ୍ୟ ପୂରା ଲିପ୍ତ ।।

 

ସବୁଜ ସୁନ୍ଦର ଦୃଶ୍ୟଯେ କ୍ଷେତର

ଦେଖିଲେ ଉତ୍କଣ୍ଠା ବଢ଼େ ,,

ଆଖି ଲାଖି ଯିବ ପତା ନ ପଡିବ

ଚାଲ ଯିବା କ୍ଷେତ ଆଡେ ।।

 

ଶଶ୍ୟ ପରିପୂର୍ଣ୍ଣ ଚତୁର୍ଦ୍ଧିଗେ ଧାନ

ଚାଷୀ ଓଠେ ଗୀତ ଗାନ ,,

ଦେଖିଲେ ନୟନ ଶୁଣିଲେ ଏ କର୍ଣ୍ଣ

ହର୍ଷରେ ଜାଗିବ ପ୍ରାଣ ।।

 

ଚାଲ ଯିବା ଥରେ ହୋଇ ସଂଗତରେ

ଦେଖିବା କ୍ଷେତର ଦୃଶ୍ୟ ,,

ଦେଖିଲେ ଜାଣିବ ଆପେ ବୁଝିଯିବ

ପରିଶ୍ରମର ରହସ୍ୟ ।।

 

ଖରା,ବର୍ଷା, ଶୀତ କରି ଏକତ୍ରିତ

ଚାଷୀ ଖଟେ ପ୍ରତିଦିନ ,,

ସେହି ଚାଷୀ ପାଇଁ ଦ୍ଵିଓଲି ମିଳଇ

ଆମ୍ଭ ପେଟେ ପରା ଅନ୍ନ ।।

 

ନିତ୍ୟାନନ୍ଦ ସିଂହ

 

Loading

15 thoughts on “*ଚାଲ ଯିବା କ୍ଷେତ ଆଡେ -ନିତ୍ୟାନନ୍ଦ ସିଂହ*

  1. This design is incredible! You definitely know how to keep a reader amused.
    Between your wit and your videos, I was almost moved to start my own blog (well, almost…HaHa!) Wonderful job.
    I really enjoyed what you had to say, and more than that, how you presented
    it. Too cool!

    Also visit my blog post; tracfone

Leave a Reply to Wall Street Cancel reply

Your email address will not be published. Required fields are marked *