March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*

ନିଃଶବ୍ଦତା

 

 

ପ୍ରୀତିପଦ୍ମା ଦାସ

***********””*******

କେବେ ଅପୂର୍ଣ୍ଣତାର ପ୍ରତିନିଧି

କେବେ ପୂର୍ଣ୍ଣତାର ପ୍ରତିଶ୍ରୁତି

ଶୂନ୍ୟ ଶୂନ୍ୟାନ୍ତରକୁ

ଗହନରୁ ଗହନତମକୁ

କାୟା ବିସ୍ତାରିଥିବା

ଅସ୍ପଷ୍ଟ ପ୍ରତ୍ୟୟ ପ୍ରତିଛବି……।

 

ନିଃଶବ୍ଦତା

କେବେ ଅପ୍ରକାଶ୍ୟର ତପ୍ତ ବୈଶାଖୀ

କେବେ ପ୍ରକାଶ୍ୟର ତୃପ୍ତ ମୌସୁମୀ

ଏକରୁ ଏକାନ୍ତରକୁ

ଅନ୍ତରରୁ ଅନ୍ତରଙ୍ଗକୁ

କଡ ଲେଉଟାଉଥିବା

ଅଦୃଶ୍ୟ ନିର୍ମଳ ନିୟତି……।

 

ନିଃଶବ୍ଦତା

କେବେ ଆଖିଏ ଲୁହର ଚିଠି

କେବେ ଓଠଚପା ହସରେ ଇତି

ଅସ୍ୱୀକାରରୁ ସ୍ୱୀକାରୋକ୍ତିକୁ

ଦୋଛକରୁ ଦୃଢୋକ୍ତିକୁ

ବାଟ ବତାଉଥିବା

ଅବୋଧ୍ୟ ଆଞ୍ଜୁଳାଏ ସଂପ୍ରୀତି ….।

 

ନିଃଶବ୍ଦତା

କେବେ ପ୍ରତୀକ୍ଷାର ପରିଧି

କେବେ ସମର୍ପଣର ସମାଧି

ଚିନ୍ତାରୁ ଚେତନାକୁ

ଭାବରୁ ଭାବନାକୁ

ଅଭିମନ୍ତ୍ରିତ କରୁଥିବା

ଇପ୍ସିତ ନିର୍ବାଣର ଆବାହନୀ……।

 

ହେ ଶ୍ରେଷ୍ଠ ଶବ୍ଦକାର

ମୋ ନିଃଶବ୍ଦତାରୁ ଶବ୍ଦ ଗୋଟାଇନିଅ

ତୁମକୁ ନିଃଶବ୍ଦତା ଦେଲି ଭେଟି…..।

 

 

ପ୍ରୀତିପଦ୍ମା ଦାସ

 883 total views,  1 views today

18 thoughts on “*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*

  1. With havin so much content do you ever run into any issues of plagorism or copyright infringement?

    My blog has a lot of unique content I’ve either authored myself or outsourced but it appears a lot of it is popping it up all over the internet without my authorization.
    Do you know any methods to help protect against content from being stolen? I’d genuinely
    appreciate it.

  2. Aw, this was an exceptionally nice post. Finding the time and actual effort to produce a really good articleÖ but what can I sayÖ I procrastinate a whole lot and never seem to get nearly anything done.

  3. hey there and thank you for your info – I’ve definitely picked up something new from right here.
    I did however expertise some technical points using this website,
    as I experienced to reload the website lots of times previous to I could get it to load correctly.

    I had been wondering if your web host is OK?

    Not that I am complaining, but slow loading instances times will very frequently affect your placement in google and could damage your high-quality score if advertising and marketing with Adwords.

    Well I am adding this RSS to my email and could look out for much more of your respective fascinating content.
    Ensure that you update this again soon.

  4. Oh my goodness! Impressive article dude! Thank you, However I am having problems with your RSS. I donít know why I can’t join it. Is there anyone else getting the same RSS issues? Anyone who knows the solution will you kindly respond? Thanks!!

  5. It’s in point of fact a great and useful piece of information. I’m satisfied that you just sharedthis helpful info with us. Please keep usup to date like this. Thanks for sharing.

Leave a Reply

Your email address will not be published. Required fields are marked *