March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ବାକି ରହିଗଲା – ବିନୋଦିନୀ ଦାଶ*

ବାକି ରହିଗଲା

 

ବିନୋଦିନୀ ଦାଶ

*******************************

ବାର୍ଦ୍ଧକ୍ୟ ଛୁଇଁଲା କର୍ମହୀନ ହେଲି

କର୍ମ ବାକି ରହିଗଲା,

ସେଥିପାଇଁ ଆଜି କେତେ ଅବଶୋଷ

ମନରେ ଜାଗଇ ଭଲା ।

 

ଆଜି କାମ ଯଦି ଆଜି କରିଥାନ୍ତି

ପଛକୁ ବାକି ନ ରଖି,

ଶୋଚନା ନ ଥାନ୍ତା ଆଜି ମୋ ମନରେ

ହୋଇ ପାରିଥାନ୍ତି ସୁଖୀ ।

 

ସମୟଟା କେବେ ଅପେକ୍ଷା କରେନି

ଏକଥା ଜାଣି ବି ମନେ,

କାଲିକାଲି କହି ଅମୂଲ୍ୟ ସମୟ

ହାରିଲି ଆଳସ୍ୟ ପଣେ ।

 

କାଲି କିଏ ଦେଖିଅଛି କି ଜୀବନେ

ସତମିଛ ଦୁନିଆରେ ?

ବର୍ତ୍ତମାନକୁ ଯା’ ଉପଲବ୍ଧି କରି

ଲାଗିବା ନିଜ କର୍ମରେ ।

 

ବାକି ରହିଗଲା ବୋଲି ଭାବିବାନି

ଜୀବନରେ କେବେ କେହି,

ସୁକର୍ମରେ ସଦା ମନକୁ ନିବେଶି

ପୂଣ୍ୟ ପଥେ ଥିବା ଧାଇଁ ।

 

ବିନୋଦିନୀ ଦାଶ

Loading

2 thoughts on “*ବାକି ରହିଗଲା – ବିନୋଦିନୀ ଦାଶ*

  1. Hey there just needed to give you A fast heads up. The textual content in the content seem to be functioning from the display screen in Opera. I’m undecided if this can be a format situation or some thing to accomplish with browser compatibility but I figured I’d submit to Enable you understand. The layout glance fantastic while! Hope you get the issue mounted before long. Many thanks

Leave a Reply to rechtsanwalt arbeitsrecht essen Cancel reply

Your email address will not be published. Required fields are marked *