February 04, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ବାକି ରହିଗଲା – ବିନୋଦିନୀ ଦାଶ*

ବାକି ରହିଗଲା

 

ବିନୋଦିନୀ ଦାଶ

*******************************

ବାର୍ଦ୍ଧକ୍ୟ ଛୁଇଁଲା କର୍ମହୀନ ହେଲି

କର୍ମ ବାକି ରହିଗଲା,

ସେଥିପାଇଁ ଆଜି କେତେ ଅବଶୋଷ

ମନରେ ଜାଗଇ ଭଲା ।

 

ଆଜି କାମ ଯଦି ଆଜି କରିଥାନ୍ତି

ପଛକୁ ବାକି ନ ରଖି,

ଶୋଚନା ନ ଥାନ୍ତା ଆଜି ମୋ ମନରେ

ହୋଇ ପାରିଥାନ୍ତି ସୁଖୀ ।

 

ସମୟଟା କେବେ ଅପେକ୍ଷା କରେନି

ଏକଥା ଜାଣି ବି ମନେ,

କାଲିକାଲି କହି ଅମୂଲ୍ୟ ସମୟ

ହାରିଲି ଆଳସ୍ୟ ପଣେ ।

 

କାଲି କିଏ ଦେଖିଅଛି କି ଜୀବନେ

ସତମିଛ ଦୁନିଆରେ ?

ବର୍ତ୍ତମାନକୁ ଯା’ ଉପଲବ୍ଧି କରି

ଲାଗିବା ନିଜ କର୍ମରେ ।

 

ବାକି ରହିଗଲା ବୋଲି ଭାବିବାନି

ଜୀବନରେ କେବେ କେହି,

ସୁକର୍ମରେ ସଦା ମନକୁ ନିବେଶି

ପୂଣ୍ୟ ପଥେ ଥିବା ଧାଇଁ ।

 

ବିନୋଦିନୀ ଦାଶ

 558 total views,  1 views today

2 thoughts on “*ବାକି ରହିଗଲା – ବିନୋଦିନୀ ଦାଶ*

  1. Hey there just needed to give you A fast heads up. The textual content in the content seem to be functioning from the display screen in Opera. I’m undecided if this can be a format situation or some thing to accomplish with browser compatibility but I figured I’d submit to Enable you understand. The layout glance fantastic while! Hope you get the issue mounted before long. Many thanks

Leave a Reply

Your email address will not be published. Required fields are marked *