*ଭସାମେଘ* (କବିତା)🌻🌹🌼
(୧)
ଦୂର ଆକାଶର ଭସାମେଘ ତୁ ଲୋ
ବରଷିଗଲୁ ମୋ ଜୀବନେ ଆସି
ହୃଦୟ ରାଇଜେ ଘରଟେ ତୋଳିଲୁ
ମନ ପୁରିଗଲେ ଯାଉରେ ଋଷି ।।
(୨)
ଅଦିନ ମେଘ ତୁ ପିପାସୀ ମାଟି ମୁଁ
ଝରି ତୁ ଯାଆଲୋ ସରଗ ପରୀ
ତୋ ପ୍ରେମ ସ୍ପର୍ଶରେ ପାଇବି ଜୀବନ
ତୁମ ବିନା ସାଥୀ ଯିବି ମୁଁ ମରି ।।
(୩)
ଭଲପାଇବାର ଅଭିନୟ କରି
ମନକୁ ଲୋ ତୁ ମୋ କଲୁ ଚୁନା
ମିଛ କହି ସାଥେ ଖେଳିଲୁ ମୋର ଯେ
ଜାଣିଲି କେଡେ ତୁ ହୃଦୟହୀନୀ ।।
(୪)
ଭରସାକୁ ମୋର ଭାଙ୍ଗିଦେଇଗଲୁ
ବିଶ୍ୱାସରେ ଦେଇ ବିଷ
କେଡେ ବେଇମାନି ପ୍ରେମିକା ସାଜିଲୁ
ମିଛ ଥିଲା ସେଇ ହସ ।।
(୫)
ବିରହ ନିଆଁରେ ଜଳୁଛି ଆଜି ମୁଁ
ତୋ ଶୀତଳ ଛୁଆଁ ମୁଁ ଚାହେଁ
ତୁମ ବିନା ସାଥୀ ପାହେନି ଏ ରାତି
ମୋ ହୃଦୟ ସ୍ପନ୍ଦନ ନିତି ଯେ କହେ ।।
ମୁକ୍ତିରାଣୀ ଦେବତା
ମନ୍ଦାରଖଣ୍ଡ,ଯାଜପୁର
Im grateful for the article post.Really looking forward to read more. Much obliged.
There’s certainly a great deal to know about this subject. I really like all thepoints you’ve made.
That is a very good tip particularly to those new to the blogosphere.Brief but very precise info… Many thanks for sharing this one.A must read article!
ivermectin horse paste humans does ivermectin kill roundworms
Great information. Lucky me I recently found your blog by chance (stumbleupon). I have saved it for later!