March 19, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଚାଲ ଯିବା କ୍ଷେତ ଆଡ଼େ – ଶ୍ରୀପଦ୍ମନ ରଣା *

“ଚାଲ ଯିବା କ୍ଷେତ ଆଡ଼େ “

===================

ଶ୍ରୀପଦ୍ମନ ରଣା 

***************************

ଚାଲ ଯିବା କ୍ଷେତ ଆଡ଼େ

ବିସ୍ତୀର୍ଣ୍ଣ ସବୁଜିମା ପାଟ ଲମ୍ବେ

ଦୂର ଦିଗବଳୟ ଚୁମ୍ବି ହାତ ଠାରେ

ଫୁଲ ଫଳ ଫସଲ ମହକେ

ଚାଷୀର ରୁଧିରେ ମାଟି କଥା କହେ

ସୁବର୍ଣର ଶସ୍ଯ ଯେତେ ଝରେ,

ବେଙ୍ଗୁଲୀର ମଧୁର ସଙ୍ଗୀତେ

ମନ ଥରେ ହଜିଯାଏ ।

ଚାଲ ଯିବା କ୍ଷେତ ଆଡ଼େ

ଦେଖିବା ମାଟିର ମଣିଷଟେ

ଚାଷୀ ଯୁଦ୍ଧ ଅବିରତେ

ବଞ୍ଚିବାର ଲଢ଼େଇରେ ଲଢ଼ି ଲଢ଼ି

ଦେହ ହୁଏ ହାଡ଼ ଖଣ୍ଡେ ।

ଦେଖି ନେତ୍ରୁ ଝରି ପଡ଼େ ଲୁହ

ରୁଦ୍ର ତାପ ମୁଣ୍ଡ ନୁଏଁ

ଶୀତ ସରମି ପଡ଼େ ଚାଷୀ ବ୍ଯଥା ଆଗେ

ଦର ଭଙ୍ଗା ପାଳ ଘର

ତୋରାଣିର ସ୍ୱାଦ ହୁଏ

ତା’ସାହାରା ଟେ

ଚାଲ ଯିବା କ୍ଷେତ ଆଡ଼େ

ଅଶ୍ରୁ ଲୁହ ପିଏ ମାଟି କଙ୍କାଳ ଟେ ।।।

 

ଶ୍ରୀପଦ୍ମନ ରଣା 

Loading

5 thoughts on “*ଚାଲ ଯିବା କ୍ଷେତ ଆଡ଼େ – ଶ୍ରୀପଦ୍ମନ ରଣା *

  1. Hey there! I understand this is kind of off-topic but I needed to ask.
    Does managing a well-established blog such as yours take a lot
    of work? I am brand new to writing a blog but I do write in my journal
    daily. I’d like to start a blog so I can easily share my experience
    and views online. Please let me know if you have any kind of ideas or tips for brand new aspiring blog owners.

    Appreciate it!

  2. Aw, this was an extremely good post. Finding the time and actual effort
    to produce a good article… but what can I say… I put things off a
    lot and never manage to get anything done.

  3. Wonderful beat ! I wish to apprentice while you amend
    your website, how can i subscribe for a blog website?
    The account helped me a acceptable deal. I had been tiny bit acquainted of this
    your broadcast provided bright clear concept

  4. Wow that was unusual. I just wrote an incredibly long
    comment but after I clicked submit my comment didn’t show up.
    Grrrr… well I’m not writing all that over again. Anyway, just wanted to say superb
    blog!

Leave a Reply

Your email address will not be published. Required fields are marked *