March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଶରତ ସନ୍ଧ୍ୟାରେ–ସନ୍ଧ୍ୟା ରାଣୀ ଦାଶ (ଜଗତସିଂହପୁର)*

ଶରତ ସନ୍ଧ୍ୟାରେ
*†************
ଶରତ ସନ୍ଧ୍ୟାରେ ମରତ ଭୁଇଁରେ
ନାଚେ କାଶ ତଣ୍ଡି ଫୁଲ
ଧବଳ ରଙ୍ଗରେ ମଣ୍ଡିଛି ମହୀକୁ
କିଏ ହେବ ତାର ତୁଲ।

ଦେହେ ମୁକ୍ତା ମାଳ ନରମ କୋମଳ
ଦୋହଲି ଉଠେ ସମୀରେ
ସୁନିଲ ଗଗନ ଦିଶେ ରୂପା ଜହ୍ନ
ଧରାକୁ କୋଳେଇ ଧରେ।

ମଣ୍ଡିତ ଜଗତ ଆସିବେକି ମାତ
ଶାରଦୀୟ ପରିବେଶ
ଦୁର୍ଗତି ନାଶିନୀ ସେ ଚିର ମୋହିନୀ
ଫେରିବ ପୃଥିବୀ ହସ।

ନିସ୍ୱାର୍ଥ କାମନା ମନର ଭାବନା
ଝରିବ ସ୍ନେହ ଝରଣ
ପାପର ପୁଣ୍ୟରହୋଇବ ବିଚାର
ପୁରିବ ମନ ସ୍କାମନା।

ସନ୍ଧ୍ୟା ରାଣୀ ଦାଶ
ଜଗତସିଂହପୁର

Loading

17 thoughts on “*ଶରତ ସନ୍ଧ୍ୟାରେ–ସନ୍ଧ୍ୟା ରାଣୀ ଦାଶ (ଜଗତସିଂହପୁର)*

  1. Thanks for the marvelous posting! I truly enjoyedreading it, you’re a great author.I will be sure to bookmark your blog and may come backlater on. I want to encourage one to continue your great job, have a nice evening!

  2. My brother recommended I might like this blog. He was totally right.This post truly made my day. You can not imagine just howmuch time I had spent for this information! Thanks!

  3. whoah this blog is wonderful i really like studying your posts. Keep up the good work! You know, lots of persons are searching round for this info, you could help them greatly.

Leave a Reply to ekonomija Cancel reply

Your email address will not be published. Required fields are marked *