March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *

*ଶୀତର ପରଶ*

ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 

**********””””””””*********

ଧୀରେ ଧୀରେ ଛୁଏଁ ଶୀତର ପରଶ

ସୃଷ୍ଟି ସର୍ଜନାର ଭୂଇଁ

ସ୍ୱଗତୋକ୍ତି ତୋଳେ ପ୍ରକୃତି ସମ୍ଭାର

ବିସ୍ମୟ ଫାଟକ ଦେଇ।

ଧୂଆଁଳିଆ ଶୋଭା ଚତୁଃପାର୍ଶ୍ବ ବିଭା

କାକର ଶୁଭ୍ରତା ଭରି

ଶୀତଳ ସମୀର ରୋମାଞ୍ଚ ପରଶେ

ଶରୀର ଉଠେ ଶିହରି ।

ପ୍ରତ୍ୟୁଷକାଳୀନ ପ୍ରାତଃ ଭ୍ରମଣରେ

ଆଳସ୍ୟ ହିଁ ଦୂରୀଭୂତ

ନିଦ୍ରା ତନ୍ଦ୍ରା ତେଜି ଜୀବନ ଜାଗୃତି

ସମ୍ଭାବନା ଆଶାନ୍ୱିତ।

ଶୀତ ସକାଳର ସ୍ୱର୍ଣ୍ଣୀମ କିରଣେ

ହସିଉଠେ ଧରାଧାରା

ଘାସ ଗାଲିଚାର ସବୁଜିମା ଶେଯ

ଚିକିମିକି ହିମ ଭାରା।

ନିଷ୍ପ୍ରଭ ସାଜଇ ଶୀତକର ଶୁଚି

ଶିଶିର ଶୁଭ୍ରତା ତଳେ

ଟୋପା ଟୋପାବର୍ଷେ କାକରବିନ୍ଦୁ ଯେ

ସ୍ୱରୁପ ବୃଷ୍ଟିର ଆଳେ।

ମନେ ହୁଏ ସତେ ଆଁ କରିଦେଲେ,

ଜଳରୁ ବି ଆସେ ଧୂଆଁ

ଧୋବ ଫରଫର ବଗ ବଗୁଲୀ ବି

ପଞ୍ଚୁକ ପାଳନ୍ତି ଆହା!

ଶୀତାର୍ତ୍ତ ସୁରୁଜ ଶୀତଋତୁ ଲାଗି

ଯାଉଛନ୍ତି ଶୀଘ୍ର ଲୁଚି

ଶୀତଳୀକରଣ ନୁହେଁ ଆଚରଣ

ଶୀତବସ୍ତ୍ର ଅଭିରୁଚି।

କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ

ମାଣଝୋଟି ମାର୍ଗଶୀରେ

ମକର ସଂକ୍ରାନ୍ତି, ବସନ୍ତ ପଞ୍ଚମୀ

ପାଳନ ହିଁ ହେମାଳରେ।

ଶୀତଳ ଓଢଣୀ ଶୀତଳତା ଧରି

ଓହ୍ଲାଇ ଆସିଛି ଶୀତ

ଅନାଦୃତ ହୁଏ ସଲିଳ ସାନ୍ନିଧ୍ୟ

ସ୍ୱାସ୍ଥ୍ୟେ ଉଷ୍ଣତା ସ୍ୱାଦିତ।

 

ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 

Loading

15 thoughts on “*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *

  1. My family every time say that I am killing my
    time here at net, however I know I am getting knowledge everyday by reading such fastidious
    posts.

  2. Hello There. I found your blog using msn. This is an extremely well written article.
    I’ll make sure to bookmark it and come back to read more of your useful information. Thanks for the post.
    I’ll definitely comeback.

  3. Hi there, You’ve done a fantastic job. I’ll definitely digg it and personally suggest
    to my friends. I’m confident they will be benefited from this web site.

  4. I like the helpful info you provide in your articles.I’ll bookmark your blog and check again here regularly.I’m quite certain I will learn many new stuff right here!Best of luck for the next!

Leave a Reply to Queens NY Cancel reply

Your email address will not be published. Required fields are marked *