April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଚିରିଗଲା ଚିଠି —– ବିନୋଦିନୀ ଦାଶ

ଚିରିଗଲା ଚିଠି

ଦୁଇଟି ମନର ଅକୁହା କଥାକୁ
ଚିଠିରେ ଥିଲେ ସଜାଇ,
ସତେ ଲାଗୁଥିଲା ତୁମର ସେ ଭାଷା
ଏକାନ୍ତ ଥିଲା ମୋ ପାଇଁ,
ଜାଣି ତ ନଥିଲି ମୁହିଁ,
ତୁମର ହୃଦୟ ଥିଲା ସେତେବେଳେ
ଛଳନାରେ ଭରା ହୋଇ ।

ତୁମକୁ ବିଶ୍ବାସ କରି ମୁଁ ନିଜକୁ
ଭାଗ୍ୟବାନ ମଣୁଥିଲି,
ଜହ୍ନ ଜୋଛନାରେ ତୁମର ଚିଠିରେ
ତୁମ ମୁହଁ ଦେଖୁଥିଲି,
ଭାରି ଥିଲ ଚୁଲବୁଲି,
ସତେ ପ୍ରେମମଧୁ ଝରାଇ ଦେଇଣ
ହସୁଥିଲ ଖିଲିଖିଲି !

ଚିଠିର ଭାଷାକୁ ହୃଦୟରେ ମୋର
ସେଦିନୁ ସାଇତିଥିଲି,
ତୁମେ ଯେଉଁଦିନ ଆନ ହାତ ଧରି
ଚାଲିଗଲ ମୋତେ ଭୁଲି,
ଅସହାୟ ହୋଇଗଲି,
ଚିରିଗଲା ଚିଠି ହୃଦୟେ ସେଦିନ
ଆଜି ଯାହା ଭାଳେ ଖାଲି ।

ଖଣ୍ଡ ଖଣ୍ଡ କରି ଦେଇଗଲ ସିନା
ହୃଦ ଚିଠି ଚିରି ଦେଇ,
କିନ୍ତୁ ସେଦିନର ହାତ ଲେଖା ଚିଠି
ଆଜି ବି ଅକ୍ଷୁଣ୍ଣ ରହି
ସ୍ମୃତିକୁ ଦିଏ ଜଗାଇ,
ରହିବ ବି ତାହା ଜୀଇଁଥିବା ଯାଏ
ମୋର ପ୍ରେମ ଧନ ହୋଇ ।

କୁରୁଆଁ, ମୁଗପାଳ, ଯାଜପୁର

—————–
ବିନୋଦିନୀ ଦାଶ

Loading

2 thoughts on “ଚିରିଗଲା ଚିଠି —– ବିନୋଦିନୀ ଦାଶ

  1. I absolutely really like your website.. Very great colors & theme. Did you establish this Web site yourself? Please reply back as I’m attempting to make my very own private web-site and would like to discover in which you received this from or just what the concept is named. Thanks!

  2. An intriguing dialogue is really worth comment. There’s undoubtedly that that you ought to publish a lot more on this subject, it will not be a taboo subject but normally people today don’t explore these subjects. To another! Numerous thanks!!

Leave a Reply

Your email address will not be published. Required fields are marked *